ନବରଙ୍ଗପୁରରେ ସ୍ୱାୟତ ଶାସନ ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ କୁନା ପାତ୍ର (ନବରଙ୍ଗପୁର): ନବରଙ୍ଗପୁର ପୌର ସଂସ୍ଥା ପକ୍ଷରୁ ସ୍ୱାୟତ ଶାସନ ଦିବସ  ପାଳିତ ହୋଇଯାଇଛି। ପୂର୍ବାହ୍ନରେ ପୌର ଅଧ୍ୟକ୍ଷ କୁନୁ ନାୟକ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ପରିଷଦ...

ନବରଙ୍ଗପୁର: ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୌରପାଳିକାର ବିଭିନ୍ନ ୱାର୍ଡରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଦୌଡ଼ ପ୍ରତିଯୋଗିତା ଏବଂ ଲେମନ୍...

ନବରଙ୍ଗପୁରରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ଇନଡୋର ଷ୍ଟାଡିୟମଠାରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବ୍ୟାଡମିଣ୍ଟନ ସଂଘ ସହ ଅନୁବନ୍ଧିତ ନବରଙ୍ଗପୁର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ...

ପାପଡାହାଣ୍ଡି ସହିଦ ସ୍ତମ୍ଭ ସହିଦଙ୍କ ତ୍ୟାଗର ମୂକ ସାକ୍ଷୀ: ସାଂସଦ ରମେଶ ଚନ୍ଦ୍ର ମାଝି

(ନବରଙ୍ଗପୁରରୁ କୁନା ପାତ୍ର): ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ପାପଡାହାଣ୍ଡିଠାରେ ସହିଦ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଯୋଗଦେଇ ଇତିହାସକୁ ପରିବର୍ତ୍ତନ କରିବାର...

ପରିମଳ ଅଧିକାରୀଙ୍କୁ ଘେରିଲେ କାଉନସିଲର ଓ ସ୍ୱଚ୍ଛ ସାଥୀ 

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ପୌରପାଳିକାରେ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଘରରୁ ଘର ଅଳିଆ ସଂଗ୍ରହ କାର୍ଯ୍ୟକ୍ରାମ ଦିଗହରା ହୋଇପଡ଼ିଛି। ପୌରପାଳିକାର ପରିମଳ ଅଧିକାରୀଙ୍କ ଅବହେଳା ଯୋଗୁଁ ଏସଡବ୍ଲ୍ୟୁଏମ କାର୍ଯ୍ୟକ୍ରମ...

ନବରଙ୍ଗପୁର: ପୋଖରୀରେ ବୁଡ଼ି ଜେଜେ ଓ ନାତିଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ପୋଖରୀରେ ବୁଡ଼ି ଜେଜେ ଏବଂ ନାତିଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସଦରମହକୁମାକୁ ଲାଗି ରହିଥିବା କାନାଗୁଡ଼ା ଗ୍ରାମରେ। କାନାଗୁଡ଼ା...

ନବରଙ୍ଗପୁରରେ ୧୧୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ନବରଙ୍ଗପୁର ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ମେଧାବୀ ସମ୍ମାନ ୨୦୨୨ରେ ସମ୍ମାନିତ କରାଯାଇଛି। ସ୍ଥାନୀୟ ସରସ୍ୱତୀ...

ଅଧାରେ ଅଟକିଛି ଜାଗନୀଗୁଡ଼ା ଗାଁର ସୁନାମଣୀଙ୍କ ଆବାସ ଘରେ ରହିବାର ସ୍ଵପ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଜାଗନୀଗୁଡ଼ା ଗାଁର ସ୍ଵର୍ଗତ ପୁରନ ଭାତନାୟକଙ୍କ ପତ୍ନୀ ସୁନାମଣୀ ଭାତନାୟକ(୮୦) ଆବାସ ଘରେ ରହିବାକୁ ଚାହିଁ ହରିଛନ୍ତି। କିନ୍ତୁ ଅଧାରେ...

ମାତ୍ର ୧୫ ଜଣ ଡାକ୍ତରରେ ଚାଲିଛି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରୋଗୀ ହେଉଛନ୍ତି ହନ୍ତସନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀଙ୍କୁ ଉପଯୁକ୍ତ ସେବା ମିଳିପାରୁ ନାହିଁ। ମୁଖ୍ୟ ଡାକ୍ତରଖାନାରେ ୬୫ଟି ବିଶେଷଜ୍ଞ ଡାକ୍ତର ପଦବୀ ରହିଥିବାବେଳେ ଏଠାରେ...

ନବରଙ୍ଗପୁର: ସାନ କୁସୁମୀ ଗ୍ରାମରେ ପାନୀୟ ଜଳ ସମସ୍ୟା, ପାଣି ପାଇଁ ୩ କିଲୋମିଟର ଯାଉଛନ୍ତି ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ସଦର ମହକୁମାର ସାନ କୁସୁମୀ ଗ୍ରାମର ଲୋକେ ପାଣି ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ପିଇବା ପାଣି ସଂଗ୍ରହ କରିବାକୁ ୩ କିମି ଦୂରକୁ ଯାଉଛନ୍ତି...