ନବରଙ୍ଗପୁରରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲାରେ ଶୁକ୍ରବାର ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା। ଜିଲ୍ଲାର ଦୁର୍ଗମ ଅଞ୍ଚଳର ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର...

ଆସୁଛି ବାତ୍ୟା, ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗଭୀର ଅବପାତରେ ପରିଣତ ହେବାପରେ ଆଉ କିଛି ଘଣ୍ଟା ମଧ୍ୟରେ ଏହା ଘନିଭୂତ ହୋଇ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୭...

ରାସ୍ତା ମରାମତି ପାଇଁ ଅଭିନବ ପ୍ରତିବାଦ – କାଦୁଅ ରାସ୍ତାରେ ଧାନ ଗଛ ରୋଇଲେ ଗ୍ରାମବାସୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ରାସ୍ତା ମରାମତି ପାଇଁ ବାରମ୍ବାର ବ୍ଲକ୍‌ ପ୍ରଶାସନକୁ ଜଣାଉଥିଲେ। ତୁରନ୍ତ ଏଥିପାଇଁ ପଦକ୍ଷେପ ନେବାକୁ ଗୁହାରି କରୁଥିଲେ। କିନ୍ତୁ ପ୍ରଶାସନ ନଶୁଣିବାରୁ ଫଳସ୍ୱରୂପ ସେହି କାଦୁଅ ରାସ୍ତାରେ...

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅକାଉଣ୍ଟାଟ୍ ସୁମିତ୍ କୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଆକାଉଣ୍ଟାଟ୍ ସୁମିତ୍ କୁମାର। ଗୁରୁବାର ସୁମିତ୍ କୁମାରଙ୍କ କାର୍ଯ୍ୟାଳୟ...

ସାର ଅଭାବ ନେଇ ନବରଙ୍ଗପୁରରେ ଚାଷୀଙ୍କ ରାସ୍ତା ରୋକ୍

ଓଡ଼ିଶାଲାଇଭ୍ ବ୍ୟୁରୋ ସାର ଅଭାବକୁ ନେଇ ବିଗତ କିଛି ଦିନ ଧରି ସମଗ୍ର ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଚାଷୀମାନେ ସାର ଯୋଗାଇବା...

ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ଦୁଇ ବର୍ଷର କୁନି ଝିଅ ସମ୍ପୂର୍ଣ୍ଣା

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଗୁଲିପାଟଣା ଅଞ୍ଚଳର ଦୁଇ ବର୍ଷର ଝିଅ ହେଉଛନ୍ତି ସମ୍ପୂର୍ଣ୍ଣା। ବିସ୍ମୟ ପ୍ରତିଭା ପାଇଁ ତାଙ୍କ ନାଁ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ...

ନବରଙ୍ଗପୁର: ମନ୍ଦିର ପରିସରରେ ପାଳିତ ହେଲା ଶ୍ରୀଜିଉଙ୍କ ରଥଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): କରୋନା କଟକଣା ମଧ୍ୟରେ ନବରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ଶ୍ରୀଜିଉଙ୍କ ରଥଯାତ୍ରା ନୀତି ଅନୁଷ୍ଠିତ ହୋଇଯାଇଛି। ସରକାର ଏବଂ ଦେବୋତ୍ତର ବିଭାଗର ନିର୍ଦ୍ଦେଶ ଅନୁସାରେ ଏବର୍ଷ ରଥଯାତ୍ରା...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନୂତନ ଜିଲ୍ଲା କୋର୍ଟ ପରିସରଠାରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ନୂତନ ଜିଲ୍ଲା କୋର୍ଟ...

ବାଲ୍ୟ ବିବାହ ରୋକିବାକୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ଵେଷା ଅଭିଯାନ ଆରମ୍ଭ 

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ପ୍ରଥା ବିଲୋପ କରିବା ପାଇଁ ଅନ୍ଵେଷା ଅଭିଯାନ ଶୁଭାରମ୍ଭ ହୋଇଛି। (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି ଏକ କଳଙ୍କିତ ପ୍ରଥା ଆଜି ମଧ୍ୟ ଚାଲିଛି।...

ନବରଙ୍ଗପୁର – ବିନା ଭକ୍ତରେ ହେଲା ଶ୍ରୀଜୀଉଙ୍କ ସ୍ନାନ ନୀତି, ମନ୍ଦିର ପରିସରରେ ଲାଗିଲା ୧୦୮ ତୁଳସୀ ବୃକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): କରୋନା କଟକଣା ମଧ୍ୟରେ ନବରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ଶ୍ରୀଜୀଉଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମାକୁ ବିନା...