ବାଲ୍ୟ ବିବାହ ରୋକିବାକୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ଵେଷା ଅଭିଯାନ ଆରମ୍ଭ 

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ପ୍ରଥା ବିଲୋପ କରିବା ପାଇଁ ଅନ୍ଵେଷା ଅଭିଯାନ ଶୁଭାରମ୍ଭ ହୋଇଛି। (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି ଏକ କଳଙ୍କିତ ପ୍ରଥା ଆଜି ମଧ୍ୟ ଚାଲିଛି।...

ନବରଙ୍ଗପୁର – ବିନା ଭକ୍ତରେ ହେଲା ଶ୍ରୀଜୀଉଙ୍କ ସ୍ନାନ ନୀତି, ମନ୍ଦିର ପରିସରରେ ଲାଗିଲା ୧୦୮ ତୁଳସୀ ବୃକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): କରୋନା କଟକଣା ମଧ୍ୟରେ ନବରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ଶ୍ରୀଜୀଉଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମାକୁ ବିନା...

ନବରଙ୍ଗପୁର ବସ୍ ଷ୍ଟାଣ୍ଡ ଖଲାସୀଙ୍କୁ ଔଷଧ ଦୋକାନୀଙ୍କ ପକ୍ଷରୁ ଚାଉଳ ଓ ମାସ୍କ ବଣ୍ଟନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): କରୋନା କାଳରେ ଠପ୍ ହୋଇଯାଇଛି ଜୀବିକା। ଅନେକ ଚାକିରି ହରାଇଛନ୍ତି, ତ’ ଅନେକ ଭୂତାଣୁ ସଂକ୍ରମଣ ଡରରେ ବାହାରକୁ ନଯାଇପାରି ଘରେ ବସିଛନ୍ତି, ଆଉ କିଏ କିଏ...

ଭେଣ୍ଟିଲେଟର ଓ ଆଇସିୟୁ ଶଯ୍ୟା ବୃଦ୍ଧି ପାଇଁ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ନବରଙ୍ଗପୁର ସାଂସଦ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ଜିଲ୍ଲାରେ ଦିନକୁ ଦିନ କୋଭିଡ୍ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ କୋରାପୁଟ ମେଡିକାଲ କଲେଜ ଓ ନବରଙ୍ଗପୁର କୋଭିଡ୍ ମେଡିକାଲରେ ଭେଣ୍ଟିଲେଟର ଓ ଆଇସିୟୁ...

ମାଲକାନଗିରି ଓ ନବରଙ୍ଗପୁର ସୀମା ସିଲ୍ – ନେଗେଟିଭ୍ ରିପୋର୍ଟ ପରେ ରାଜ୍ୟକୁ ପ୍ରବେଶ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ରେ କରୋନା ସଂକ୍ରମଣ ବେଶି ଥିବାରୁ ଗମନାଗମନ ଉପରେ ରୋକ ଲଗାଇଛନ୍ତି ଓଡ଼ିଶା ସରକାର। ଆଜିଠାରୁ ମାଲକାନଗିରି ଓ ନବରଙ୍ଗପୁର ସୀମାକୁ ସିଲ୍ କରାଯାଇଛି। ଛତିଶଗଡ଼ରୁ ଓଡ଼ିଶାକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ...

ନବରଙ୍ଗପୁରରେ ୮୬ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ପୋଲିସ ପ୍ରଶାସନ ପକ୍ଷରୁ ରିଜର୍ଭ ପଡ଼ିଆରେ ୮୬ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ...

ନବରଙ୍ଗପୁର ଉତ୍କଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁର ଗୌରାଙ୍ଗ ପାତ୍ର): ନବରଙ୍ଗପୁର ତୃପ୍ତି ହୋଟେଲ ସମ୍ମିଳନୀ କକ୍ଷରେ ଉତ୍କଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ଏହି କାର୍ଯ୍ୟକ୍ରମରେ...

ନବରଙ୍ଗପୁରରୁ ହଟିଲା ନାଇଟ କର୍ଫ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ନବରଙ୍ଗପୁରରେ ନାଇଟ କର୍ଫ୍ୟୁ ଜାରି କରାଯାଇଥିଲା। କିନ୍ତୁ ଏବେ ଜିଲ୍ଲାରେ ଏହି ସଂଖ୍ୟାରେ ହ୍ରାସ ଘଟୁଥିବାରୁ ନାଇଟ କର୍ଫ୍ୟୁକୁ ହଟାଇ ଦିଆଯାଇଛି। ଏନେଇ ନବରଙ୍ଗପୁର...

ନବରଙ୍ଗପୁରରେ ସଫଳ ହେଲା ଭାରତ ବନ୍ଦ – ଗଡ଼ିଲାନି ଗାଡ଼ି, ଖୋଲିଲାନି ଦୋକାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଶୁକ୍ରବାର ଚାଷୀମାନେ ଭାରତ ବନ୍ଦ ଡାକରା ଦେଇଥିଲେ। ଦେଶବ୍ୟାପୀ ଆଜି ବନ୍ଦ ପାଳନ କରାଯାଇଥିବା ବେଳେ ନବରଙ୍ଗପୁର...

ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍‌ କର୍ଫ୍ୟୁ ଜାରି ହୋଇଛି। ଜିଲ୍ଲା ପ୍ରଶାସନ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଯାତାୟତ ଉପରେ କଟକଣା ଲଗାଇଛନ୍ତି।...