ଓଡ଼ିଶାର ନୂଆ ସରକାରରେ ବିଭୂତି ଭୂଷଣ ଜେନାଙ୍କୁ ମନ୍ତ୍ରୀ ପଦ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=8iMW2t8WMQY ପ୍ରଥମ ଥର ଓଡ଼ିଶାରେ ସରକାର ଗଢ଼ିଛି ବିଜେପି। ନୂଆ ସରକାରରେ ମନ୍ତ୍ରୀ ହେବା ସୁଯୋଗ ପାଇଛନ୍ତି ବିଭୂତି ଭୂଷଣ ଜେନା। ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଧାନସଭା ଆସନରୁ ଏଥର ବିଜେପି...

ପ୍ରଥମ ଥର ନିର୍ବାଚନ ଜିତିଲେ, ଓଡ଼ିଶାର ନୂଆ ସରକାରରେ ମନ୍ତ୍ରୀ ହେଲେ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=A4bQYKGVdI0 ପ୍ରଥମ ଥର ଓଡ଼ିଶାରେ ସରକାର ଗଢ଼ିଛି ବିଜେପି। ନୂଆ ସରକାରରେ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ମୟୂରଭଞ୍ଜ ଜିଲ୍ଲା ମୋରାଡ଼ା ଆସନରୁ ଏଥର ବିଜେପି ଟିକେଟରେ...

ଓଡ଼ିଶାର ନୂଆ ସରକାରରେ ମନ୍ତ୍ରୀ ହେଲେ ଗଣେଶ ରାମ ସିଂ ଖୁଣ୍ଟିଆ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=TXSozbl3qqY ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଢ଼ିଛି ବିଜେପି। ନୂଆ ସରକାରରେ ମନ୍ତ୍ରୀପଦ ପାଇଛନ୍ତି ଗଣେଶ ରାମ ସିଂ ଖୁଣ୍ଟିଆ। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ...

ପ୍ରଦୀପ ବଳସାମନ୍ତ – ନୂଆ ସରକାରରେ ନୂଆ ମନ୍ତ୍ରୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=APQD1kJRwaw ଓଡ଼ିଶାରେ ହୋଇଥିବା ବିଜେପି ସରକାରରେ ମନ୍ତ୍ରୀ ହୋଇଛନ୍ତି ପ୍ରଦୀପ ବଳସାମନ୍ତ। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ସେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଯାଜପୁର ଜିଲ୍ଲା...

ଗୋକୁଳାନନ୍ଦ ମଲ୍ଲିକ – ନୂଆ ସରକାରରେ ନୂଆ ମନ୍ତ୍ରୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=JyUL4GilkY0 ଓଡ଼ିଶାରେ ହୋଇଥିବା ବିଜେପି ସରକାରରେ ମନ୍ତ୍ରୀ ହୋଇଛନ୍ତି ଗୋକୁଳାନନ୍ଦ ମଲ୍ଲିକ। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ସେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଗଞ୍ଜାମ ଜିଲ୍ଲା...

ସମ୍ପଦ ଚନ୍ଦ୍ର ସ୍ଵାଇଁ – ନୂଆ ସରକାରରେ ନୂଆ ମନ୍ତ୍ରୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=O4WVq82FwWs&t=3s ଓଡ଼ିଶାରେ ହୋଇଥିବା ବିଜେପି ସରକାରରେ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି ସମ୍ପଦ ଚନ୍ଦ୍ର ସ୍ଵାଇଁ। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ସେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଜଗତସିଂହପୁର...

ଓଡ଼ିଶାରେ ମୋହନ ଯୁଗ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ। ରାଜ୍ୟର ତୃତୀୟ ଆଦିବାସୀ ମୁଖ୍ୟମନ୍ତ୍ରୀ। ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାର ପ୍ରଥମ ମୁଖ୍ୟମନ୍ତ୍ରୀ।  ଶିଶୁ ମନ୍ଦିର ଗୁରୁଜୀରୁ ମୁଖ୍ୟମନ୍ତ୍ରୀ। ମେଣ୍ଟ ସରକାରରେ ଦୁଇଥର ବିଧାୟକ ହୋଇଥିରେ ମଧ୍ୟ ମିଳିନଥିଲା ମନ୍ତ୍ରୀପଦ। ଏଥର କିନ୍ତୁ ଚମତ୍କାର ହେଲା। କେନ୍ଦୁଝରର ଏକ ଛୋଟିଆ ଗାଁରେ ଜନ୍ମ ହୋଇଥିବା ମୋହନଙ୍କୁ ମିଳିଛି ରାଜ୍ୟ ଶାସନର ଭାର। ମୋହନଙ୍କ ସଂଘର୍ଷପୂର୍ଣ୍ଣ  କାହାଣୀ କାଲିଯାଏଁ ଅଖ୍ୟାତ...

ନିତ୍ୟାନନ୍ଦ ଗଣ୍ଡ – ନୂଆ ସରକାରରେ ନୂଆ ମନ୍ତ୍ରୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=NmygFf8wUO0 ଓଡ଼ିଶାରେ ହୋଇଥିବା ବିଜେପି ସରକାରରେ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି ନିତ୍ୟାନନ୍ଦ ଗଣ୍ଡ। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ସେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନବରଙ୍ଗପୁର...

କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ବିଜେପିର ବରିଷ୍ଠ ବିଧାୟକ ରବି ନାରାୟଣ ନାଏକ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=GclBTprjCkg ଓଡ଼ିଶାରେ ଆରମ୍ଭ ହୋଇଛି ବିଜେପି ସରକାର। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ତା’ ସହିତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଆଜି ଶପଥ ନେଇଛନ୍ତି। ଏହି କ୍ରମରେ...

ଓଡ଼ିଶାରେ ବିଜେପି ସରକାର: ଜାଣନ୍ତୁ ମୋହନଙ୍କ ମନ୍ତ୍ରିମଣ୍ଡଳରେ କିଏ ହେଲେ ସାମିଲ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆଜିଠାରୁ ଓଡ଼ିଶାରେ ସରକାର ଗଢ଼ିବ ବିଜେପି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ଦୁଇଜଣ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ...