ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ – ୧,୦୬୬ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ବିଧାନସଭା ନିର୍ବାଚନରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ବୁଧବାର ବିହାରରେ ୭୧ଟି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟଗ୍ରହଣ ହେବ। ଯେଉଁଥିରେ ପ୍ରାୟ ୧,୦୬୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ...

ବିହାରରେ ଆରମ୍ଭ ହେଲା ‘ପିଆଜ ପଲିଟିକ୍ସ’, ପିଆଜ ମାଳ ଧରି ନୀତୀଶଙ୍କୁ ଟାର୍ଗେଟ କଲେ ତେଜସ୍ୱୀ ଯାଦବ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶରେ ଏବେ ପିଆଜ ଦର ହୁ ହୁ ହୋଇ ବଢ଼ିଚାଲିଛି। କରୋନା କାଳରେ ପିଆଜର ଏହି ଦରବୃଦ୍ଧି ଖାଉଟିଙ୍କୁ ଅଧିକ ଦହଗଞ୍ଜ କରୁଛି। ଅନ୍ୟପଟେ ପିଆଜର ଏହି ଦରବୃଦ୍ଧି ଯୋଗୁ...

ବିହାର ଭୋଟ୍ ପୂର୍ବରୁ ଏନଡିଏର ଅଡୁଆ ବଢ଼ିଲା – ୭ ଜଣ ନେତା କରୋନା ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଟୋବର ୨୮ ତାରିଖରୁ ବିହାରରେ ବିଧାନସଭା ପାଇଁ ଭୋଟଗ୍ରହଣ ହେବ। ଏହାପୂର୍ବରୁ କିନ୍ତୁ ଏନଡିଏ ପାଇଁ ଅଡୁଆ ବଢ଼ିଯାଇଛି। ଦଳର ୭ ଜଣ ବରିଷ୍ଠ ନେତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।...

ବିଜେପିର ପ୍ରତିଶ୍ରୁତି  – ବିହାର ନିର୍ବାଚନ ଜିତିଲେ ମାଗଣାରେ କରୋନା ଟିକା, ୧୯ ଲକ୍ଷ ଚାକିରି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପି ବିହାର ନିର୍ବାଚନ ଜିତିଲେ ସେଠାରେ ମାଗଣାରେ କରୋନା ଟିକା ଉପଲବ୍ଧ ହେବ। ଏଥିସହ ରାଜ୍ୟବାସୀଙ୍କୁ ୧୯ ଲକ୍ଷ ନୂଆ ଚାକିରିରେ ନିଯୁକ୍ତି ଦିଆଯିବ। ବୁଧବାର ବିହାର ନିର୍ବାଚନ ପାଇଁ ନିଜର...

ବିହାର ନିର୍ବାଚନ: ୨୩ରୁ ପ୍ରଚାର ଅଭିଯାନ ଆରମ୍ଭ କରିବେ ରାହୁଲ, କରିବେ ୬ଟି ନିର୍ବାଚନୀ ରାଲି

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ନିର୍ବାଚନ ପାଇଁ ଅକ୍ଟୋବର ୨୩ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ରାହୁଲ ଗାନ୍ଧୀ। ରାଜ୍ୟରେ ମୋଟ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ରାହୁଲ ୬ଟି ରାଲି କରିବେ। ଅକ୍ଟୋବର ୨୮ରେ ବିହାରରେ...
bihar election

ବିହାର ନିର୍ବାଚନ: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଭିତରେ ବୟସର ତାରତମ୍ୟ, ଦ୍ୱନ୍ଦ୍ୱରେ ଯୁବ ଭୋଟର

ଓଡ଼ିଶାଲାଇଭ୍ ବ୍ୟୁରୋ   ବିହାର ନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଚୂଡ଼ାନ୍ତ ହୋଇପାରିନି। କିନ୍ତୁ କାହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ତାହା ସ୍ଥିର ହୋଇସାରିଛି। ଏଥର ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚା ପରିସରକୁ ଆସିଥିବା...

ବିହାର ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେପି –ମୋଦୀ, ଯୋଗୀଙ୍କ ନାଁ ସାମିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି ବିଜେପି। ୩୦ ଜଣିଆ ଏହି ତାଲିକାରେ ବିଜେପି ନିଜର ବହୁ ନେତା ମନ୍ତ୍ରୀମାନଙ୍କୁ ସାମିଲ କରିଛି। ଏହି ନେତାମାନେ...

ବିହାର ନିର୍ବାଚନ: କଂଗ୍ରେସରେ ବିଦ୍ରୋହୀ ହେଲେ ଷ୍ଟାର ପ୍ରଚାରକ

ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଟୋବର ୨୮ରେ ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। କଂଗ୍ରେସ ଏଥର ମହାମେଣ୍ଟରେ ସାମିଲ ହୋଇଛି। ପ୍ରଚାର ଆରମ୍ଭ ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା, ଯେଉଁ ନେତାମାନେ ୨ ମାସ ତଳେ ବିଦ୍ରୋହ...

ବିହାରରେ ଭାଗ ହେବ ଦଳିତ-ମୁସଲିମ୍ ଭୋଟ୍‌!

କମଳାକାନ୍ତ ପତି ନୂଆ ସମୀକରଣକୁ ଜନ୍ମ ଦେଲା ଉପେନ୍ଦ୍ର ଖୁସୱାଙ୍କ ନେତୃତ୍ୱରେ ଗଠିତ ବିକଳ୍ପ ତୃତୀୟ ମେଣ୍ଟ। ମେଣ୍ଟରେ ଅସହୁଦ୍ଦିନ୍ ଓୟେସିଙ୍କ ଯୋଗଦାନ ବିହାରରେ ଦଳିତ - ମୁସଲମାନ ଭୋଟ୍ ବ୍ୟାଙ୍କକୁ ଭାଗ ଭାଗ...

ଏନଡିଏରେ ତୁଟିଲା ଆସନ ଭାଗବଣ୍ଟା – ୧୨୧ ଆସନରେ ଲଢ଼ିବ ବିଜେପି, ୧୨୨ରେ ଜେଡିୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏରେ ତୁଟିଛି ଆସନ ଭାଗବଣ୍ଟା। ୨୪୩  ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ବିଜେପି ୧୨୧ଟି ଆସନରେ ପ୍ରାର୍ଥୀ ଦେବ। ସେହିପରି ଜେଡିୟୁ ୧୨୨ଟି ଆସନରେ ନିଜର...