ତିନି ରାଜ୍ୟରେ ବିପୁଳ ବିଜୟ ପରେ ବିଜେପି ଶିବିରରେ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ନିର୍ବାଚନରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବାଜି ମାରିଲା ବିଜେପି। ବିପୁଳ ବିଜୟ ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ବିଜେପି। ଏହି ବିଜୟ ଅବସରରେ ପ୍ରଧାନମନ୍ତ୍ରୀ...

ଆଜି ଆସିବ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି, ରବିବାର ଭାରତର ୪ଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଏଥିପାଇଁ ରାଜ୍ୟଗୁଡ଼ିକରେ ସବୁ ପ୍ରସ୍ତୁତି ସରିଛି। ଇଭିଏମରେ ସିଲ ହୋଇଥିବା...

ଡିସେମ୍ବର ୪ରେ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବାବେଳେ ୪ଟି ରାଜ୍ୟରେ ନିର୍ବାଚନ ଫଳାଫଳ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ। କିନ୍ତୁ ମିଜୋରାମର ଭୋଟ ଗଣତି...

ଆଜି ତେଲେଙ୍ଗାନା ବିଧାନସଭା ନିର୍ବାଚନ, ୧୧୯ଟି ଆସନ ପାଇଁ ଚାଲିଛି ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ଚାଲିଛି ମତଦାନ। ଗୁରୁବାର ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ମତଦାନ ଚାଲିବ। କିନ୍ତୁ ମାଓବାଦୀ ଅଧ୍ୟୁଷିତ ୧୩ଟି ଆସନରେ ଅପରାହ୍ଣ...

ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଲାଗି ଚାଲିଛି ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର ଦିନ ମଧ୍ୟପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ଏବଂ ଛତିଶଗଡ଼ରେ ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଚାଲିଛି ମତଦାନ। ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୫ଟା ଯାଏଁ...

ଛତିଶଗଡ଼ ବିଧାନସଭା ନିର୍ବାଚନ: ପ୍ରଚାର କରିବେ ଓଡ଼ିଶା କଂଗ୍ରେସର ୩ ବରିଷ୍ଠ ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ କଂଗ୍ରେସର ତିନିଜଣ ବରିଷ୍ଠ ନେତା। ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ଓଡ଼ିଶାର ପିସିସି ସଭାପତି ଶରତ ପଟ୍ଟନାୟକ, ଏଆଇସିସି ପ୍ରଭାରୀ...

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ: ପ୍ରଥମ ରାଉଣ୍ଡରେ କଂଗ୍ରେସ ଆଗୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି। ଶନିବାର ଦିନ ସକାଳ ୮ଟାରୁ ଜାରି ରହିଛି ଏହି ଭୋଟ ଗଣତି। ଦିନ ୧୦ ଟା ୩୦ ପ୍ରଥମ ରାଉଣ୍ଡ...

ଉତ୍ତର ପୂର୍ବାଞ୍ଚଳ ପାହାଡ଼ି ରାଜ୍ୟରେ ‘ପଦ୍ମ ବନ’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଉତ୍ତର ପୂର୍ବାଞ୍ଚଳରେ ବାମଦଳ ଓ କଂଗ୍ରେସକୁ ଏକଦମ୍ ପଛକୁ ଠେଲିଦେଇ କ୍ଷମତା ବଜାୟ ରଖିଛି ବିଜେପି। ନିକଟରେ ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟରେ ନିର୍ବାଚନ ସରିଛି। ୨୦୧୮ ନିର୍ବାଚନ ପରି ବିଜେପି...

ତ୍ରିପୁରାରେ ସରକାର ଗଢ଼ିବ ବିଜେପି, ନାଗାଲାଣ୍ଡରେ ଏନଡିପିପି ଓ ମେଘାଳୟରେ ଏନପିପି କରିବ ରାଜ୍

ଓଡ଼ିଶାଲାଇଭ୍ ବ୍ୟୁରୋ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏବେ ଏହି ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ତା’ ଉପରେ ରହିଛି ସମସ୍ତଙ୍କ ନଜର। ତ୍ରିପୁରା, ନାଗାଲାଣ୍ଡ ଏବଂ...

ତିନି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା: ଫେବ୍ରୁଆରିରେ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ହେବ ବିଧାନସଭା ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ତିନିଟି ରାଜ୍ୟ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଲାଗି ବୁଧବାର ଦିନ କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ଫେବ୍ରୁଆରି ୧୬ ତାରିଖରେ...