ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ

ଓଡ଼ିଶାଲାଇଭ୍ ବ୍ୟୁରୋ ହିମାଚଳ ପ୍ରଦେଶ ପାଇଲା ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ସୁଖବିନ୍ଦର ସିଂ ସୁଖୁ। ଶିମଲାରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି।...

ସୁଖବିନ୍ଦର ସୁଖୁ ହେବେ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ହିମାଚଳ ପ୍ରଦେଶରେ କଂଗ୍ରେସ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ, ତାକୁ ନେଇ ଅଙ୍କକସା ଚାଲିଥିବା ବେଳେ କଂଗ୍ରେସ ହାଇକମାଣ୍ଡ ସୁଖବିନ୍ଦର ସୁଖୁଙ୍କୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଚୟନ...

କିଏ ହେବେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ?

ଓଡ଼ିଶାଲାଇଭ୍ ବ୍ୟୁରୋ ହିମାଚଳ ପ୍ରଦେଶରେ ସରକାର ଗଢ଼ିବ କଂଗ୍ରେସ। ତେବେ କିଏ ହେବେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ତାକୁ ନେଇ ଚାଲିଛି ଚର୍ଚ୍ଚା। ଏହି ରେସରେ ରହିଛନ୍ତି ପ୍ରତିଭା ସିଂ, ସୁଖବିନ୍ଦର ସିଂ ଏବଂ...

ଗୁଜରାଟରେ ଭୁପେନ୍ଦ୍ର ପଟେଲଙ୍କ ରେକର୍ଡ: ଦେଢ଼ ଲକ୍ଷ ଭୋଟରେ ବିଜୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟରେ ବିଜେପିର ଦମଦାର ବିଜୟ। ରେକର୍ଡ ସୃଷ୍ଟି କଲେ ଗୁଜରାଟ ଭୁପେନ୍ଦ୍ର ପଟେଲ। ଘାଟଲୋଡିଆ ଆସନରୁ ଲଢ଼ି ସେ ନିଜ ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିଙ୍କୁ ୧ ଲକ୍ଷ ୯୧ ହଜାର...

ହିମାଚଳ ପ୍ରଦେଶରେ ମଉଳିଲା ପଦ୍ମ, ଉଠିଲା ହାତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିବାର ସଙ୍କେତ ମିଳିସାରିଲାଣି। କିନ୍ତୁ ହିମାଚଳ ପ୍ରଦେଶରେ ବିଜେପିକୁ ପଛରେ ପକାଇ କଂଗ୍ରେସ ସ୍ଥିତି ସୁଦୃଢ଼ କରିଛି। ପାହାଡୀ ରାଜ୍ୟ ହିମାଚଳ ପ୍ରଦେଶରୁ...

ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨: ଜାମନଗରରେ ବିଜୟ ଅଭିମୁଖେ ବିଜେପି ପ୍ରାର୍ଥୀ ରିବାବା ଜାଡେଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ଗୁଜରାଟର ଜାମନଗର ଆସନରୁ ବିଜେପି ପ୍ରାର୍ଥୀ ରିବାବା ଜାଡେଜା ୩୫ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ନିଜ...

ଗୁଜରାଟରେ ଇତିହାସ ରଚିବା ଅଭିମୁଖେ ବିଜେପି, ୧୫୩ ଆସନରେ ଆଗୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟରେ ଇତିହାସ ରଚିବା ଅଭିମୁଖେ ବିଜେପି। ଗୁଜରାଟରେ ବିଜେପି ୧୫୩ ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୧୯ଟି ଆସନରେ ଆଗୁଆ ରହିଛି। ଗୁଜରାଟରେ ହୋଇଥିବା ତ୍ରୀକୋଣିୟ ମୁକାବିଲାରେ ଉଭୟ...

ଗୁଜରାଟରେ ସ୍ଥିତି ହରାଉଛି କଂଗ୍ରେସ: ସେପଟେ ହିମାଚଳ ପ୍ରଦେଶରେ ବିଜେପି-କଂଗ୍ରେସ କଡ଼ା ଟକ୍କର  

ଓଡ଼ିଶାଲାଇଭ୍ ବ୍ୟୁରୋ ସକାଳ ୮ଟାରୁ ଆରମ୍ଭ ହୋଇସାରିଛି ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍ ଗଣତି। ଗୁଜରାଟରେ ବିଜେପି ୧୪୬ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୨୪ ଆସନ ଆଗୁଆ ରହିଛି।...

୧୩୪ ଆସନରେ ବିଜୟ ସହ ଦିଲ୍ଲୀରେ ଏମସିଡି ନିର୍ବାଚନ ଜିତିଲା ଆପ୍‌, ଭାଙ୍ଗିଲା ୧୫ ବର୍ଷର ବିଜେପି ଗଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ୍)କୁ ମିଳିଲା ବହୁମତ। ୨୫୦ଟି ଆସନରୁ ଆପକୁ ସର୍ବାଧିକ ୧୩୪ଟି ଆସନ ମିଳିଥିବା ବେଳେ ବିଜେପିକୁ ୧୦୪, କଂଗ୍ରେସ  ୯...

ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟ ବିଧାନସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସାବରମତି ବିଧାନସଭା କ୍ଷେତ୍ରର ନିଶାନ ପବ୍ଲିକ୍ ସ୍କୁଲ...