ବିଜେଡି ବିଜୟୀ: ସୁବାସ ସିଂଙ୍କ ମୁଣ୍ଡରେ କଟକ ମେୟର ମୁକୁଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନ ଧରି ଚାଲିଥିବା ନିର୍ବାଚନ ଲଢ଼େଇରେ ଆଜି ପୂର୍ଣ୍ଣଛେଦ ପଡ଼ିଲା। କଟକ ଭୋଟରଙ୍କ ଭରସା ଜିତି କଟକ ମହାନଗର ନିଗମ ମେୟର ମୁକୁଟ ପିନ୍ଧିବାକୁ ଯୋଗ୍ୟ ସାବ୍ୟସ୍ତ ହେଲେ ବିଜେଡି...

ସୁଲୋଚନା ଦାସ ଭୁବନେଶ୍ଵରର ପ୍ରଥମ ମହିଳା ମେୟର

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନ ଧରି ନିର୍ବାଚନକୁ ନେଇ ଲାଗି ରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା। କିଏ ହେବ ଭୁବନେଶ୍ଵର ମହାନଗର ନିଗମର ପ୍ରଥମ ମହିଳା ମେୟର, ତାକୁ ନେଇ ସମସ୍ତଙ୍କ...

କେନ୍ଦ୍ରାପଡ଼ା ପୌରାଞ୍ଚଳରେ ବାଜି ମାରିଲା ବିଜେଡି: ସରିତା ସାହୁ ବିଜୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ପୌରାଞ୍ଚଳ ନିର୍ବାଚନରେ ବିଜେଡି ବାଜି ମାରିଛି। ପୌରାଧ୍ୟକ୍ଷ ଆସନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ସରିତା ସାହୁ। ୨୧ଟି ଓ୍ଵାର୍ଡରୁ ବିଜେଡିକୁ ୧୧ଟି, କଂଗ୍ରେସକୁ ୫ଟି ଏବଂ...

ବିଜେଡିର ବାଜିମାତ୍ : ବ୍ରହ୍ମପୁର ମେୟର ଆସନ ହାତେଇଲେ ସଂଘମିତ୍ରା ଦଳେଇ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ଦୀର୍ଘ ଦିନ ଧରି ଲାଗି ରହିଥିବା ଲଢ଼େଇରେ ଆଜି ପୂର୍ଣ୍ଣଛେଦ ପଡ଼ିଲା। ଶେଷରେ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ହାତେଇବାରେ ସଫଳ ହେଲେ...

ପୌର ରାୟ : ଭୁବନେଶ୍ଵରରେ ଆଗରେ ବିଜେଡି ମେୟର ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ସକାଳୁ ଆରମ୍ଭ ହୋଇଛି ପୌର ନିର୍ବାଚନ ଭୋଟ୍ ଗଣତି। ଆଜି ସହରୀ ଭୋଟରଙ୍କୁ ମିଳିବ ସେମାନଙ୍କ ପ୍ରତିନିଧି। ସମସ୍ତଙ୍କ ନଜର ଏବେ ଭୁବନେଶ୍ଵର ମହାନଗର ନିଗମ ମେୟର ଆସନ ଉପରେ...

କଟକରେ କଂଗ୍ରେସକୁ ଟପି ପୁଣି ଆଗେଇଲା ବିଜେଡି, ପଛରେ ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ମହାନଗର ନିଗମରେ ବିଜେଡି ଆଉ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଚାଲିଛି। ଘଣ୍ଟାକେ ଦୁଇ ଦଳର ଭୋଟ୍ ଗଣିତ ଏପାଖ ସେପାଖ ହେଉଛି। ଇତି ମଧ୍ୟରେ କଂଗ୍ରେସକୁ ଚେକ୍ ଦେଇ...

ପୌର ଫଇସଲା: ବ୍ରହ୍ମପୁରରେ ବିଜେଡି-ବିଜେପି ଭିତରେ କଡ଼ା ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ପୌର ଭୋଟ୍ ଗଣତି। ଆସିଛି ପ୍ରାରମ୍ଭିକ ଟ୍ରେଣ୍ଡ। ସକାଳ ୧୧ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ଓ ବିଜେପି ମେୟର ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା...

ପୌର ନିର୍ବାଚନ: କଟକ ମେୟର ପ୍ରାର୍ଥୀ ଗିରିବାଳା ବେହେରା ଆଗରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ସକାଳୁ ଆରମ୍ଭ ହୋଇଛି ପୌର ନିର୍ବାଚନର ଭୋଟ ଗଣତି। ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି ପ୍ରାର୍ଥୀ, ନେତା ଏବଂ ଜନତା। କିଏ ହାରିବ ଆଉ କିଏ ବାଜି ମାରିବ...

ଚାଲିଛି ପୌର ଭୋଟ ଗଣତି, ଆଶା ଆଶଙ୍କାରେ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ପୌର ଭୋଟ ଗଣତି। ଆଶା ଓ ଆଶଙ୍କ ମଧ୍ୟରେ ରହିଛନ୍ତି ପ୍ରାର୍ଥୀ ଓ ନେତା। ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ମୋଟ ୧୦୬ ପୌରାଞ୍ଚଳ ଏବଂ...

ସରିଲା ପୌର ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୬୫ ପ୍ରତିଶତରୁ ଅଧିକ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ମୋଟ ୧୦୬ଟି ପୌରପାଳିକା ଏବଂ ବିଜ୍ଞପିତ ଅଞ୍ଚଳ ଓ ୩ଟି ମହାନଗର ନିଗମରେ ନିର୍ବାଚନ ଲାଗି ମତଦାନ ଶେଷ ହୋଇଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ କରିଥିଲେ...