ସୋନପୁର: ପୋଲିସ୍ ଅଧିକାରୀଙ୍କ କାର୍ ଧକ୍କାରେ ୩ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ଦିନ ସକାଳୁ ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ବଡ଼ବାହାଲି ଛକଠାରେ। ଜଣେ ପୋଲିସ୍ ଅଧିକାରୀଙ୍କ କାର୍ ରାସ୍ତା କଡ଼ରେ ଛିଡ଼ା...
ମୁରିବାହାଲ ଓ ବଙ୍ଗମୁଣ୍ଡା ବ୍ଲକ ଲୋକଙ୍କୁ କୃଷି ଓ ପଶୁପାଳନ ଦେଉଛି ସ୍ଥାୟୀ ରୋଜଗାର
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷି, ପଶୁପାଳନ, କୁକୁଡ଼ା ଚାଷ ସମେତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ତଥା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଗରିବ ପରିବାରଙ୍କୁ ଅନ୍ତର୍ଭୁକ୍ତ କରି ରୋଜଗାରକ୍ଷମ କରାଯାଉଛି।...
ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଲାଗି ‘ମୋ କଲେଜ ଅଭିଯାନ’ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ସହିତ ସେମାନଙ୍କ ଭିତରେ ସେବା ମନୋଭାବ ବୃଦ୍ଧି କରିବା ପାଇଁ ‘ମୋ କଲେଜ ଅଭିଯାନ’ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମହାବିଦ୍ୟାଳୟ ଏବଂ...
ଯୁବ ଓଡ଼ିଆ ଉଦ୍ୟୋଗୀ ସୌମେନ୍ଦ୍ର ଓ ସମରେନ୍ଦ୍ର ମିଶ୍ରଙ୍କ ଷ୍ଟାର୍ଟଅପ୍ ଯାତ୍ରାର କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=w3NP6q8UQh0]
ବଲାଙ୍ଗିର ସହରର ଦୁଇ ଯୁବ ଉଦ୍ୟୋଗୀ ସୌମେନ୍ଦ୍ର ଏବଂ ସମରେନ୍ଦ୍ର ମିଶ୍ର। ଦିନେ ଗୋଟିଏ ଛୋଟିଆ କୁକୁଡ଼ା ଫାର୍ମ କରି ବ୍ୟବସାୟ ଆରମ୍ଭ କରିଥିଲେ ବଡ଼ ଭାଇ ସୌମେନ୍ଦ୍ର। ପରେ...
ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପ୍ରଥମ ଓମିକ୍ରନ ମୃତ୍ୟୁ ମାମଲା ଗୁରୁବାର ସାମ୍ନାକୁ ଆସିଛି। ବଲାଙ୍ଗିର ଜିଲ୍ଲା ଆଗଲପୁର ଅଞ୍ଚଳର ଓମିକ୍ରନ ଆକ୍ରାନ୍ତ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା...
ବଲାଙ୍ଗିରରୁ ବ୍ଲକ୍ଚେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=w3NP6q8UQh0]
'ଓଡ଼ିଶାଲାଇଭ୍' ପ୍ରସ୍ତୁତ ମାସିକ ଓ୍ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ କ୍ରମରେ ଦୁଇ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ‘ଓଭୋ ଫାର୍ମ’ର ସହ-ପ୍ରତିଷ୍ଠାତା ସୌମେନ୍ଦ୍ର ଏବଂ ସମରେନ୍ଦ୍ର ମିଶ୍ରଙ୍କ ସହ ସୁବ୍ରତ...
ରବିବାର ରେଡିଓ ଚକଲେଟ୍ରେ ଶୁଣନ୍ତୁ ‘ଓଭୋ ଫାର୍ମ’ର ଦୁଇ ସହ-ପ୍ରତିଷ୍ଠାତା ସୌମେନ୍ଦ୍ର ଏବଂ ସମରେନ୍ଦ୍ର ମିଶ୍ରଙ୍କ କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=w3NP6q8UQh0]
‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ଓ୍ୱେବ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ ରେଡିଓ ଚକଲେଟ୍ ୧୦୪ ଏଫଏମ୍ରେ ପ୍ରାସାରିତ ହେବ। ଆସନ୍ତାକାଲି ଅପରାହ୍ଣ ୧ଟାରେ ଶ୍ରୋତାବନ୍ଧୁ ଶୁଣିବାକୁ ପାଇବେ ଦୁଇ ପ୍ରତିଭାବାନ୍ ଯୁବ...
ମମିତା ମେହେରଙ୍କୁ କାର୍ ଭିତରେ ହତ୍ୟା କରିଛନ୍ତି ଗୋବିନ୍ଦ ସାହୁ – ଉତ୍ତରାଞ୍ଚଳ ଡିଆଇଜି
ଓଡ଼ିଶାଲାଇଭ୍ ବ୍ୟୁରୋ
କଳାହାଣ୍ଡିସ୍ଥିତ ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ଏବଂ ହତ୍ୟା ଘଟଣାର ବଡ଼ ଖୁଲାସା ହୋଇଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ସେହି ସ୍କୁଲର ସଭାପତି ଗୋବିନ୍ଦ...
ମମିତା ମେହେର ନିଖୋଜ ମାମଲା – ଗୋବିନ୍ଦ ସାହୁଙ୍କୁ ଧରାଇବା ପାଇଁ ୧ ଲକ୍ଷ ଟଙ୍କାର ଅର୍ଥରାଶି ଘୋଷଣା
ଓଡ଼ିଶାଲାଇଭ୍ ବ୍ୟୁରୋ
କଳାହାଣ୍ଡି ମହାଲିଙ୍ଗ ସନ୍ସାଇନ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ନୂଆ ଟ୍ଵିଷ୍ଟ୍ ଆସିଛି। ପୋଲିସ ହେପାଜତ୍ରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଧରାଇବା ପାଇଁ ୧...
ବଲାଙ୍ଗୀରରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗୀରବାସୀଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଜିଲ୍ଲାରେ ସାଢେ ଚାରି ଲକ୍ଷ ପରିବାର ହେବେ ଉପକୃତ
ଉତ୍ତମ ଚିକିତ୍ସା ସୁବିଧାରୁ କେହି ବଞ୍ଚିତ ନ ହେଉ, ଏହା...