ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗଣନା ଚାଲିବ। ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ପକ୍ଷୀ...

ଓଡ଼ିଶାରେ ଚିହ୍ନଟ ହେଲା କରୋନାର ଓମିକ୍ରନ୍ ବିଏଫ୍‌.୭ ଭାରିଆଣ୍ଟ  

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନ୍‌ରେ ଆତଙ୍କ ଖେଳାଇଥିବା କରୋନାର ଓମିକ୍ରନ୍ ବିଏଫ୍‌.୭ ଭାରିଆଣ୍ଟ ଓଡ଼ିଶାରେ ଚିହ୍ନଟ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳାଙ୍କଠାରେ ଏହି ଭୂତାଣୁକୁ ଚିହ୍ନଟ କରାଯାଇଛି। ଗତ ସେପ୍ଟେମ୍ବର ମାସରେ ସଂପୃକ୍ତ ମହିଳାଙ୍କ...

ଆଜିଠୁ ଚିଲିକାରେ ଆରମ୍ଭ ହେବ ଡଲଫିନ୍ ଗଣନା

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାରଠାରୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହେବ। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ୩ ଦିନ ଧରି ଏହି ଗଣନା ଚାଲିବ। ଚିଲିକା, ସାତପଡ଼ା,...

ଭିଜିଲାନ୍ସ ଜାଲରେ ବେଗୁନିଆ ତହସିଲଦାର

ଓଡ଼ିଶାଲାଇଭ୍ ବ୍ୟୁରୋ ବେଗୁନିଆ ତହସିଲଦାର ତଥା ଭାରପ୍ରାପ୍ତ ଉପନିବନ୍ଧକ ପୃଥ୍ଵୀରାଜ ମଣ୍ଡଳ ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ଵର ଭିଜିଲାନ୍ସ ଟିମ୍...

ଡିସେମ୍ବର ୧୧ରୁ ଓଡ଼ିଶାରେ ଏସିଆର ଦୀର୍ଘତମ ସାଇକ୍ଲିଂ ଅଭିଯାନ ‘ଟୁର୍-ଡି-କଳିଙ୍ଗ’ର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆର ଦୀର୍ଘତମ ସାଇକ୍ଲିଂ ଅଭିଯାନ ‘ଟୁର୍-ଡି-କଳିଙ୍ଗ’ର ଚତୁର୍ଥ ସଂସ୍କରଣ ଡିସେମ୍ବର ୧୧ ତାରିଖରୁ ରାଜଧାନୀ ଭୁବନେଶ୍ଵରରୁ ଆରମ୍ଭ ହେବ। ଏହି ୧୩୦୦ କିଲୋମିଟର ସାଇକଲେ ଯାତ୍ରାରେ ଓଡ଼ିଶାର ୧୦ଟି ଜିଲ୍ଲାକୁ ୧୩...

ଶନିବାର ବନ୍ଦ ରହିବ ଖୋର୍ଦ୍ଧାର ୧୩୯ ଶିକ୍ଷାନୁଷ୍ଠାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୃହ ବିଭାଗ ଅଧିନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦବୀ ପାଇଁ ଲିଖିତ ପରୀକ୍ଷା ଅଗଷ୍ଟ ୨୭ ତାରିଖ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ଖୋର୍ଦ୍ଧା ଜିଲ୍ଲାର...

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଜାମିନ ମିଳିଛି। ସର୍ତ୍ତମୂଳକ ଭାବେ ପ୍ରଶାନ୍ତ ଜଗଦେବଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଲୋକଙ୍କ ଉପରେ କାର ଚଢ଼ାଇବା ମାମଲାରେ ବିଧାୟକଙ୍କୁ ଜାମିନ ମିଳିଛି। ଏ...

ଟୁଇନ୍ ସିଟିର ନୂଆ ଡିସିପି: ଭୁବନେଶ୍ୱରରେ ପ୍ରତୀକ ସିଂ, କଟକରେ ପିନାକ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏସ ସ୍ତରରେ ବଡ଼ଧରଣର ଅଦଳ ବଦଳ ହୋଇଛି। ଶୁକ୍ରବାର ଦିନ କଟକ-ଭୁବନେଶ୍ୱର ଡିସିପି ବଦଳିଛନ୍ତି। ଭୁବନେଶ୍ୱରର ନୂଆ ଡିସିପି ଭାବେ ନିଯୁକ୍ତି ପାଇଛନ୍ତି ପ୍ରତୀକ ସିଂ। ପ୍ରତୀକ ସିଂ କଟକର ଡିସିପି...

ଓରେରାରେ ରିୟଲ ଇଷ୍ଟେଟ ପ୍ରକଳ୍ପ ପଞ୍ଜୀକରଣ କରି ନଥିବାରୁ ଜରିମାନା ଦେବେ ବିଲ୍‌ଡର

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ଲଟିଂ ସ୍କିମ ହେଉ ବା ହାଉସିଂ କିମ୍ଵା କମର୍ସିଆଲ ପ୍ରକଳ୍ପ, ପ୍ରତ୍ୟେକ ରିୟଲ ଇଷ୍ଟେଟ ପ୍ରୋଜେକ୍ଟ ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ଓରେରା) ନିକଟରେ ପଞ୍ଜୀକରଣ କରାଯିବା ଜରୁରୀ। ଏହି...

ବିଲ୍‌ଡରଙ୍କୁ ଓରେରା ଛାଟ – ସୋସାଇଟି ଗଢ଼ା ନ ହେବା ଯାଏଁ ତୁଲାଇବେ ପ୍ରକଳ୍ପର ମେଣ୍ଟେନାନ୍ସ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସାଇଟି ଗଢ଼ା ନ ହେବା ଯାଏଁ ପ୍ରକଳ୍ପର ମେଣ୍ଟେନାନ୍ସ ଦାୟିତ୍ଵ ତୁଲାଇବେ ବିଲ୍‌ଡର ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା) ପକ୍ଷରୁ ଅନ୍ତରୀଣ ରାୟରେ ବିଲ୍‌ଡରଙ୍କୁ ନିର୍ଦ୍ଦେଶ...