ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାରଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା। ପବିତ୍ର ମାଘ ଶୁକ୍ଳ ଚତୁର୍ଦଶୀ ଅବସରରେ ଢେଙ୍କାନାଳ ଜିଲ୍ଲା ମହିମା ଗାଦିରେ ଯୋରନ୍ଦା ମେଳା ବା ମାଘ ମେଳା ଆରମ୍ଭ ହୋଇଛି।...

ବୋହୂର ଦ୍ଵିତୀୟ ବିବାହ କରାଇଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଜ ବୋହୂର ଦ୍ଵିତୀୟ ବିବାହ କରାଇଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ବୋହୂ ମଧୁସ୍ମିତାଙ୍କ ପରିବାରର ସହମତିରେ ସେ ଏହି ବିବାହ କରାଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି...

ସରିଲା ‘ଫିଲ୍ମି ଚକ୍କର’, ଆର ଥରକୁ ‘ଭାରତର ଦେଶୀୟ ଭାଷାର ଚଳଚ୍ଚିତ୍ର’

ଓଡ଼ିଶାଲାଇଭ୍ ବ୍ୟୁରୋ (ଢେଙ୍କାନାଳ): ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ଚଳଚ୍ଚିତ୍ର ଉପରେ ଚାଲିଥିବା ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର-୪’ ଉଦଯାପିତ ହୋଇଛି। ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ...

‘ଫିଲ୍ମି ଚକ୍କର’ର ଦ୍ୱିତୀୟ ଦିନ: “ଚଳଚ୍ଚିତ୍ରର ସଫଳତା ପଛରେ ଅଭିନେତ୍ରୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ”

ଓଡ଼ିଶାଲାଇଭ୍ ବ୍ୟୁରୋ (ଢେଙ୍କାନାଳ): “ଗୋଟିଏ ଚଳଚ୍ଚିତ୍ର ସଫଳ ହେବା ପଛରେ ସମସ୍ତଙ୍କର ଅବଦାନ ରହିଥାଏ। ଅନେକ କ୍ଷେତ୍ରରେ ଅଭିନେତ୍ରୀମାନେ ଅଭିନେତାଙ୍କ ଭଳି ପରିଶ୍ରମ କରୁଥିଲେ ମଧ୍ୟ ଶ୍ରେୟ ମିଳେ ଅଭିନେତାଙ୍କୁ। ଅନେକ କ୍ଷେତ୍ରରେ ଅଭିନେତ୍ରୀଙ୍କ...

ଆଇଆଇଏମସି ଢେଙ୍କାନାଳରେ ଫିଲ୍ମି ଚକ୍କର-୪ ଆରମ୍ଭ, ସୋମବାର ଯାଏଁ ଚାଲିବ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ଆଜିକାଲି ଚଳଚ୍ଚିତ୍ରର କାହାଣୀରେ ଭିନ୍ନତା ଦେଖିବାକୁ ମିଳୁଛି। ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ମଧ୍ୟ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ନିକଟରେ ସେମିତି କିଛି ଚଳଚ୍ଚିତ୍ରର ଉଦାହରଣ ଦେଖିବାକୁ ମିଳିଛି। ଆଗାମୀ...

ଶନିବାରଠାରୁ ଆଇଆଇଏମ୍‍ସିରେ ଫିଲ୍ମି ଚକ୍କର-୪: ଏଥରର ଅନୁଚିନ୍ତା ‘ଷ୍ଟାରଡମ୍‍’

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଷ୍ଟାର୍‍ଡମ୍‍’ର ବିଭିନ୍ନ ଦିଗକୁ ନେଇ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ଆସନ୍ତା ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର-୪’। ତିନି ଦିନ ଧରି...

ଏନଏଚ ୫୫ର ଦୁରବସ୍ଥା ପାଇଁ ବିଜେଡିର ୪ ଘଣ୍ଟିଆ ବନ୍ଦ ଡାକରା

ଓଡ଼ିଶାଲାଇଭ୍ ବ୍ୟୁରୋ ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାମରେ ବିଳମ୍ବ ଯୋଗୁଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଏନଏଚ ୫୫ର ଦୁରବସ୍ଥା ନେଇ ବିଜେଡି ପକ୍ଷରୁ ବନ୍ଦ ଡାକରା...

ଯୋରନ୍ଦା ମହିମା ପୀଠରେ ଜବରଦଖଲ ଉଚ୍ଛେଦ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି...

ଆଇଆଇଏମ୍‌ସିରେ ଇମ୍‍କାର ଦଶମ ‘କନେକସନ୍‌-୨୦୨୨’ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଆଇଏମ୍‍ସି ପୁରାତନ ଛାତ୍ର ସଂଘ ‘ଇମ୍‍କା’ ଓଡ଼ିଶା ଶାଖାର ଦଶମ ମିଳନ ଉତ୍ସବ ‘କନେକସନ-୨୦୨୨’ (ସଂଯୋଗ ୨୦୨୨) ଅନୁଷ୍ଠିତ ହୋଇଯାଇଛି। ଶନିବାର ପୂର୍ବାହ୍‌ଣରେ ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନର (ଆଇଆଇଏମ୍‍ସି)...

ଆଇଆଇଏମ୍‍ସି ଢେଙ୍କାନାଳରେ ମଧୁବନୀ ଚିତ୍ରର ଝଲକ – କାନ୍ଥରେ ଝଲସୁଛି ରାମାୟଣ ମହାକାବ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାମ-ସୀତାଙ୍କ ବିବାହରୁ ବନବାସ ଯାତ୍ରା। ମାୟା ମିରିଗ ଘଟଣାରୁ ଲଙ୍କା ପୋଡ଼ି। ଶେଷରେ ରାମ-ରାବଣ ଯୁଦ୍ଧ। ରାମାୟଣର କଥାବସ୍ତୁ ଜୀବନ୍ତ ହୋଇଉଠିଛି ଚିତ୍ରକରଙ୍କ ତୂଳୀର ସୂକ୍ଷ୍ମ ସ୍ପର୍ଶରେ। ମଧୁବନୀ ଚିତ୍ରକଳାରେ ରାମାୟଣ...