Krushi Odisha 2020

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ବଳଙ୍ଗା ଥାନା ଏଏସ୍‌ଆଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗିରଫ ହେଲେ ପୁରୀ ବଳଙ୍ଗା ଥାନା ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶ। ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ। ଗୁରୁବାର ଜଣେ ମହିଳା ବଳଙ୍ଗା ଥାନା ଏଏସ୍‌ଆଇଙ୍କ ନାଁରେ ପିପିଲି ଏସ୍‌ଡିପିଓଙ୍କ...

ପୁଣି ଲଜ୍ଜା – ବଳଙ୍ଗା ଥାନା ଏଏସ୍ଆଇଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁଣି ଖାକିରେ ଲାଗିଲା ଦାଗ। ବଳଙ୍ଗା ଥାନାରେ କାର୍ଯ୍ୟରତ ଏଏସ୍‌ଆଇଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଏଏସ୍‌ଆଇଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା। ପିପିଲି ଏସଡିପିଓଙ୍କ ନିକଟରେ...

ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କଲେ ୬ ଲକ୍ଷରୁ ଅଧିକ ଭକ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆବର୍ଷ ଅବସରରେ ନୂଆ ରୂପରେ ସଜେଇ ହୋଇଛି ଶ୍ରୀକ୍ଷେତ୍ର। ନୂଆ ବର୍ଷରେ ନୂଆ ଅନୁଚିନ୍ତା ଓ ମଙ୍ଗଳକାମନା ପାଇଁ ଲକ୍ଷାଧିକ ଭକ୍ତ ଧାଇଁ ଆସିଥିଲେ ପୁରୀ ଧାମକୁ। ଦେଶ ବିଦେଶର ବିଭିନ୍ନ...

ନାହିଁ ନାହିଁରେ ଚାଲିଛି ଅସ୍ତରଙ୍ଗ ମେଡିକାଲ, ନାହାନ୍ତି ସ୍ଥାୟୀ ଡାକ୍ତର

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ବିନା ଡାକ୍ତରରେ ଚାଲିଛି ଅସ୍ତରଙ୍ଗ ମେଡିକାଲ। ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକରେ ପ୍ରାୟ ୧୫ଟି ପଞ୍ଚାୟତର ୧ଲକ୍ଷରୁ ଅଧିକ ଜନସାଧାରଣ ଅସ୍ତରଙ୍ଗ ମେଡିକାଲ ଉପରେ ନିର୍ଭର କରିଥାନ୍ତି।...

ପଞ୍ଜାବରୁ ଆସିଲେ, ମଙ୍ଗୁ ମଠ ଉପରେ ଚଢ଼ି ବିକ୍ଷୋଭ କଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀରେ ମଙ୍ଗୁ ମଠ ଉଚ୍ଛେଦକୁ ବିରୋଧ। ମଙ୍ଗୁ ମଠ ଭଙ୍ଗା ଯିବା ଖବର ଇଣ୍ଟରନେଟ୍‌ରେ ପାଇବା ପରେ ୫ଜଣ ଶିଖ ସମ୍ପ୍ରାଦାୟର ଯୁବକ ପଞ୍ଜାବରୁ ଆସି ପୁରୀରେ ପହଞ୍ଚିଥିଲେ। ସେମାନେ ମଠ...

ନୂଆବର୍ଷ: ମେଘୁଆ ପାଗ ଯୋଗୁଁ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଉଦୟ ନଦେଖି ନିରାଶ ପର୍ଯ୍ୟଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ନୂତନ ବର୍ଷର ପ୍ରଥମ ସୂର୍ଯ୍ୟ ଉଦୟ ଦେଖିବା ପାଇଁ କୋଣାର୍କ ଚନ୍ଦ୍ରଭାଗା କୂଳରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା। ଅନ୍ୟ ବର୍ଷ ଅପେକ୍ଷା ଚଳିତ ବର୍ଷ...

ବାଲୁକାକଳା ମାଧ୍ୟମରେ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଦାୟ ନେଇଛି ୨୦୧୯। ସାରାଦେଶ ଏବେ ନୂଆବର୍ଷକୁ ନେଇ ସେଲିବ୍ରେସନ୍‌ ମୁଡ୍‌ରେ ରହିଛି। ଦେଶବାସୀ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ଜଣାଉଥିବା ବେଳେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ...

ନୂଆବର୍ଷ ପାଇଁ ସଜେଇ ହୋଇଛି ଶ୍ରୀମନ୍ଦିର, ଦେଖନ୍ତୁ ଫଟୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆବର୍ଷ ଲାଗି ସଜେଇ ହୋଇଛି ପୁରୀ। ଫଟୋରେ ଫଟୋରେ ଦେଖନ୍ତୁ ଶ୍ରୀମନ୍ଦିର ଚିତ୍ର।  

ପୁରୀ ଐତିହ୍ୟ କରିଡର ବଦଳିବା ପରେ କେମିତି ଦିଶିବ ଶ୍ରୀକ୍ଷେତ୍ର? ଦେଖନ୍ତୁ ଭିଡିଓ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=E7zQDvpP2WM] ବଦଳିଯିବ ଶ୍ରୀକ୍ଷେତ୍ର ରୂପରେଖ। ନୂଆରୂପରେ ପୁରୀ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର। ନୂଆ ରୂପରେ ଶ୍ରୀକ୍ଷେତ୍ର। ସମ୍ନାକୁ ଆସିଛି ବହୁପ୍ରତିକ୍ଷୀତ ଶ୍ରୀଜଗନ୍ନାଥ ହେରିଟେଜ୍‌ କରିଡରର ଝଲକ। କିଭଳି ଭାବେ ପବିତ୍ର ଶ୍ରୀମନ୍ଦିର ଚୌହଦୀ...

ପୁରୀ ଐତିହ୍ୟ କରିଡର ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ – ଜମି ଦାନ କରିଥିବା ଲୋକଙ୍କ ନାଁରେ ଲାଗିବ ଫଳକ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀ ଜଗନ୍ନାଥ ହେରିଟେଜ୍‌ କରିଡର ଚିଠା ଲୋକାର୍ପିତ ଲୋକସେବା ଭବନରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର ଐତିହ୍ୟ କରିଡର ପାଇଁ ଆସିଥିବା ଜମି ମହାପ୍ରଭୁଙ୍କ...