ବାହାନଗା ଟ୍ରେନ ଟ୍ରାଜେଡିର ତନାଘନା: ଦୁଇ ରେଳ କର୍ମଚାରୀଙ୍କୁ ସିବିଆଇର ଜେରା

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଡେଜିର ତନାଘନା କରୁଛି ସିବିଆଇ। ଏହି ଘଟଣାରେ ସିବିଆଇ ବାହାନଗା ରେଳଷ୍ଟେସନର ଷ୍ଟେସନମାଷ୍ଟର ଏବଂ ଜଣେ ଟେକ୍ନେସିଆନକୁ କେଉଁ ଏକ ଅଜ୍ଞାତ ସ୍ଥାନକୁ ନେଇ ଜେରା କରୁଥିବା ସୂଚନା...

ଜେନେରାଲ ବଗିରେ ପଶିଥିଲେ ହୁଏତ ମୁଁ ଆଜି ନଥାନ୍ତି – ଆହତ ଯାତ୍ରୀ ଉପେନ୍ଦ୍ର ମଲ୍ଲିକ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=neUXsnpm-tc] “ଦେଖୁ ଦେଖୁ ଆଖି ଆଗରେ ଅନେକ ଜୀବନ ଚାଲିଗଲା। ଭାଗ୍ୟ ଭଲଥିଲା ମୁଁ ବଞ୍ଚିଗଲି। ଯଦି ଜେନେରାଲ ବଗିରେ ପଶିଥାନ୍ତି, ମୁଁ ଆଜି ନଥାନ୍ତି”, ଏମିତି କହିଛନ୍ତି ବାହାନଗା ଟ୍ରେନ...

“ଭଗବାନ ମୋ ସ୍ଵାମୀଙ୍କୁ ବଞ୍ଚେଇ ଦେଲେ”

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=wpoo0KOJNMQ] ଜୁନ ୨ ତାରିଖ, ଶୁକ୍ରବାର ରାତି ପ୍ରାୟ ୧୧ଟା ହେବ ହଠାତ ଫୋନ ବାଜିଉଠିଲା। ହ୍ୟାଲୋ କହିବା ପରେ ଶୁଣିବାକୁ ମିଳିଥିଲା “ତୁମ ସ୍ଵାମୀ ଯାଉଥିବା କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣା...

ବାହାନଗା ରେଳ ଷ୍ଟେସନରେ ଏବେ ରହିବନି କୌଣସି ଟ୍ରେନ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ବଜାର ରେଳଷ୍ଟେସନରେ ଏବେ ରହିବନି କୌଣସି ଟ୍ରେନ। ବାହାନଗା ଦୁର୍ଘଟଣାର ତଦନ୍ତ ଜାରି ରହିଥିବାରୁ ଏବେ ଷ୍ଟେସନରେ ଟ୍ରେନ ରହଣିକୁ ବନ୍ଦ କରାଯାଇଛି। ଏନେଇ ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଲୋକସମ୍ପର୍କ...

ବାହାନଗା ଟ୍ରାଜେଡି: ସପ୍ତାହେ ପରେ ମଧ୍ୟ ହୋଇନି ମୃତଦେହ ଚିହ୍ନଟ, ଡିଏନଏ ରିପୋର୍ଟ ଅପେକ୍ଷାରେ ସମ୍ପର୍କୀୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡିକୁ ଏବେ ସପ୍ତାହେ ବିତିଥିଲେ ମଧ୍ୟ ଏ ଯାଏଁ ଅନେକ ମୃତକଙ୍କ ଶବ ଚିହ୍ନଟ ହୋଇପାରି ନାହିଁ। ମୃତଦେହ ଚିହ୍ନଟ ପାଇଁ ଏବେ ଡିଏନଏ ଟେଷ୍ଟ କରାଯାଉଥିବାବେଳେ ଏହାର...

ବାହାନଗା ରେଳ ଦୁର୍ଘଟଣାର ମୁକସାକ୍ଷୀ: ଭଙ୍ଗା ଚାଲିଛି ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ଉଚ୍ଚ ବିଦ୍ୟାଳୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭଙ୍ଗା ଚାଲିଛି ବାହାନଗା ଟ୍ରେନ ଟ୍ରାଜେଡିର ମୁକସାକ୍ଷୀ ବାହାନଗା ଉଚ୍ଚ ବିଦ୍ୟାଳୟ। ଦୁର୍ଘଟଣା ପରେ ଅସ୍ଥାୟୀ ଶବାଗାର ପାଲଟିଥିବା ଏହି ଉଚ୍ଚ ବିଦ୍ୟାଳୟକୁ ନେଇ ଭୟଭୀତ ହୋଇପଡ଼ିଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ।...

ଆଇସିସି ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ବାହାନଗା ଦୁର୍ଘଟଣାର ମୃତକଙ୍କୁ ଭାରତ ଓ ଅଷ୍ଟ୍ରେଲିୟ ଖେଳାଳିଙ୍କ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଛି ବିଶ୍ଵ ଟେଷ୍ଟ ଚାମ୍ପିୟନସିପର (ଡବ୍ଲୁଟିସି) ଫାଇନାଲ୍ ମ୍ୟାଚ। ଇଂଲଣ୍ଡର ଓଭଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଉଭୟ ଦଳ ବାଲେଶ୍ଵର ବାହାନଗାରେ...

କରମଣ୍ଡଳ କରାଇଦେଲାନି କାଳିଆ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=4E14PXFAj54] ହସଖୁସିରେ ବାହାରି ଥିଲେ ଶ୍ରୀକ୍ଷେତ୍ରରେ ପହଞ୍ଚି ସ୍ନାନ ପୂର୍ଣ୍ଣିମାରେ କାଳିଆକୁ ଦର୍ଶନ କରିବେ, ହେଲେ ଅଧାବାଟରେ ସବୁକିଛି ଓଲଟପାଲଟ ହେଇଗଲା। କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଯୋଗୁଁ ମଉଳିଗଲା ବାଲେଶ୍ୱରର ଦେବକୀ...

ସ୍ତ୍ରୀ-ଝିଅ ତ ଚାଲିଗଲେ, ଟଙ୍କା ନେଇ କ’ଣ କରିବି?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fXb5jCsr8XY] ବାହାନଗା ରେଳ ଦୁର୍ଘଟଣା ଉଜାଡ଼ି ଦେଲା କେତେ ହସଖୁସିର ସଂସାର। ଏହି ଦୁର୍ଘଟଣା କାହା ମଥାରୁ ସିନ୍ଦୁର ପୋଛି ଦେଲା ତ ଆଉ କାହାକୁ ଅନାଥ କରିଦେଲା। ଜୁନ ୨ ତାରିଖ,...

ବାହାନଗା ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୨୮୮, ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡିରେ ଏବେ ମୃତ୍ୟୁ ସଂଖ୍ୟା ପୁଣି ୨୮୮ ଛୁଇଁଛି। ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ମୃତକଙ୍କ ସଂଖ୍ୟା ୨୭୫ କୁହାଯାଇଥିବାବେଳେ ବାଲେଶ୍ଵର ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟକୁ ନେଇ ଏବେ...