ଆନ୍ଦୋଳନକୁ ଓହ୍ଲାଇଲେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ବିଏଡ୍‌ ଏମ୍‌ଏଡ୍‌ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଟିଇଟି ପରିକ୍ଷାର ବଞ୍ଚିତ ହେଉଛନ୍ତି। ଦୀର୍ଘଦିନ ଧରି ଦାବି ପରେ ଆନ୍ଦୋଳନକୁ ଓହ୍ଲାଇଲେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ବିଏଡ୍‌ ଏମ୍‌ଏଡ୍‌ ଛାତ୍ରଛାତ୍ରୀ। ବାରିପଦା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି। ଉତ୍ତର...

ବାଲେଶ୍ଵର ଝିଅ ପ୍ରତ୍ୟାଶା ପ୍ରିୟମ୍ବଦା ପାଇଲେ ‘ଉଦୟରାଗ ସିଜିନ୍-୨ ସମ୍ମାନ’

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର: ବାଲେଶ୍ଵରର ଝିଅ ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ଗଳ୍ପ ନିମନ୍ତେ ସିଜିନ୍-୨ର 'ଉଦୟରାଗ ସମ୍ମାନ' ଗ୍ରହଣ କରିଛନ୍ତି। ଏକକ ଅତିଥି ଭାବେ ସ୍ଵନାମଧନ୍ୟ କଥାକାର ଓ କବି ଦେବଦାସ ଛୋଟରାୟ ଉପସ୍ଥିତ...

ବର୍ଷା ଯୋଗୁଁ ବାଲେଶ୍ଵରରେ ବାଣ ବେପାର ମାନ୍ଦା

ଓଡ଼ିଶାଲାଇଭ ବ୍ୟୁରୋ ଆଉ ଗୋଟିଏ ଦିନ ପରେ ଦୀପାବଳି। ଲଗାଣ ବର୍ଷା ଯୋଗୁଁ ବାଣ ବେପାର ମାନ୍ଦା (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଣ ବ୍ୟବସାୟୀଙ୍କ ଆଶାରେ ପାଣି ପୁରାଇ ଦେଲା ଲଘୁଚାପ ଜନିତ...

ବାଲେଶ୍ଵର ଜିଲ୍ଲାରେ ‘ଗ୍ରାମ ରୋଜଗାର ସେବକ’ ପାଇଁ ୧୪୫ ପଦବୀରେ ବିଜ୍ଞପ୍ତି

ଓଡ଼ିଶାଲାଇଭ ବ୍ୟୁରୋ ବାଲେଶ୍ଵର ଜିଲ୍ଲାରେ ଗ୍ରାମ ରୋଜଗାର ସେବକ ପାଇଁ ୧୪୫ ପଦବୀରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଚାକିରି ଚୁକ୍ତି ଭିତ୍ତିକ ଅଟେ। ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ...

ବାଲେଶ୍ୱରରେ ସମ୍ବର୍ଦ୍ଧିତ ହେଲେ ଦୁଇ ବିଶ୍ଵବିଦ୍ୟାଳୟର କୁଳପତି

ଓଡ଼ିଶାଲାଇଭ ବ୍ୟୁରୋ ବାଲେଶ୍ଵରରେ ସମ୍ବର୍ଦ୍ଧିତ ହୋଇଛନ୍ତି ଦୁଇ ବିଶ୍ଵବିଦ୍ୟାଳୟର କୁଳପତି। ବାଲେଶ୍ଵରସ୍ଥିତ ଜାଇକା ଇଣ୍ଟରନ୍ୟାସନାଲ ହୋଟେଲର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ସମ୍ବର୍ଦ୍ଧିତ...

କବିତା ଏକ କାଚର ଖେଳନା, ଯାହାକୁ ସତର୍କତା ସହ ବ୍ୟବହାର କରିବାକୁ ପଡ଼େ – ଗିରିବାଳା ମହାନ୍ତି

ଓଡ଼ିଶାଲାଇଭ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): “କବିତା ଏକ କାଚର ଖେଳନା, ଯାହାକୁ ସତର୍କତାର ସହ ବ୍ୟବହାର କରିବାକୁ ପଡେ଼। ଖାଦ୍ୟ ପ୍ରସ୍ତୁତ କରିବା ବେଳେ ରାନ୍ଧୁଣିଆ ଯେମିତି ସଠିକ ପରିମାଣରେ ଦ୍ରବ୍ୟ...

ବାଲେଶ୍ଵରରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ଜଣେ ଅଟକ

ଓଡ଼ିଶାଲାଇଭ ବ୍ୟୁରୋ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଏନେଇ ଜଣେ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରେମୁଣା ଅଞ୍ଚଳରେ। ନାବାଳିକା ଜଣକ ରେମୁଣା ଦୁର୍ଗାଦେବୀ ମେଳା ଦେଖିବାକୁ ଆସିତିବା...

ପୁରୀରୁ ଅମୃତସର ଟ୍ରେନ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସମାଜସେବୀ ଅମରସିଂ ୱାଲିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ପୁରୀରୁ ଅମୃତସର ଟ୍ରେନ ଚଳାଚଳ ପାଇଁ ବାଲେଶ୍ଵରର ସମାଜସେବୀ ଅମରସିଂ ୱାଲିଆ କେନ୍ଦମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ସାକ୍ଷାତ କରିଛନ୍ତି। ଗୁରୁଦ୍ୱାରର ସଂ ସଭାର ସଭାପତି ଅମରସିଂ...

ସାବାସ୍ ଏସପି – ଦୁର୍ଘଟଣାଗ୍ରସ୍ତ ବାପା, ଝିଅଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଦେଲେ ମାନବିକତାର ପରିଚୟ

ଓଡ଼ିଶାଲାଇଭ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): କେବେ କେବେ କର୍ତ୍ତବ୍ୟବୋଧର କଡ଼ା ଶିକୁଳିରେ ବନ୍ଧା ପୋଲିସ ଅଫିସର୍ ବି ମୁକୁଳି ଆସନ୍ତି ନିଜ ଡ୍ୟୁଟିରୁ। ଆଉ ଲାଗି ପଡ଼ନ୍ତି ଲୋକଙ୍କ ସେବାରେ। ଏଭଳି...

ଦୁର୍ଘଟଣାରେ ବାଲେଶ୍ଵରର ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆଙ୍କ ମୃତ୍ୟୁ

ଓଡ଼ିଶାଲାଇଭ ବ୍ୟୁରୋ  (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବାଲେଶ୍ଵର ଜିଲ୍ଲାର ଜଣାଶୁଣା ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆ। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ...