ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ଓ ୩୬ଟି ବିଧାନସଭା ଆସନ ଘୋଷଣା କରିଛି। ସୋମବାର ବିଳମ୍ବିତି ରାତିରେ ଦିଲ୍ଲୀ ହେଡ୍ ଅଫିସରୁ ଘୋଷଣା କଲେ କଂଗ୍ରେସ ହାଇକମାଣ୍ଡ। ତେବେ ଜାଣନ୍ତୁ କେଉଁ ଆସନରୁ କିଏ?
ଲୋକସଭା ପ୍ରାର୍ଥୀ
କଳାହାଣ୍ଡି – ଭକ୍ତ ଦାସ
ବରଗଡ଼ –ପ୍ରଦୀପ କୁମାର ଦେବତା
କନ୍ଧମାଳ – ମନୋଜ କୁମାର ଆଚାର୍ଯ୍ୟ
ସୁନ୍ଦରଗଡ଼ – ଜର୍ଜ ତିର୍କୀ
ନବରଙ୍ଗପୁର – ପ୍ରଦୀପ ମାଝି
ବ୍ରହ୍ମପୁର – ଭି.ଚନ୍ଦ୍ରଶେଖର ନାଇଡୁ
ବିଧାନସଭା ପ୍ରାର୍ଥୀ
ନୂଆପଡ଼ା – ଘାସିରାମ ମାଝି
ଖରିଆର- ଅଧିରାଜ ପାଣିଗ୍ରାହୀ
ଲାଞ୍ଜିଗଡ଼ – ଶିବାଜୀ ମାଝି
ଧର୍ମଗଡ଼ -ଦିଗମ୍ବର ଦୁରିଆ
ପଦ୍ମପୁର- ସତ୍ୟଭୁଷଣ ସାହୁ
ଅତାବିରା – ନିହାର ମହାନନ୍ଦ
ବରଗଡ଼ -ନିପନ ଦାସ
ବାଲିଗୁଡ଼ା -ସିମନ ମଲ୍ଲିକ
ଫୁଲବାଣୀ – କିଶୋର ଚନ୍ଦ୍ର କଅଁର
କଣ୍ଟାମାଳ – ପ୍ରଶାନ୍ତ ସାହୁ
ଦଶପଲ୍ଲା – ପ୍ରଶାନ୍ତ କୁମାର ନାୟକ
ଭଞ୍ଜନଗର – ସଞ୍ଜୟ କୁମାର ତ୍ରିପାଠୀ
ବୀରମିତ୍ରପୁର – ରୋହିତ ଯୋଶେଫ ତିର୍କି
ରାଜଗାଙ୍ଗପୁର – ଡାକ୍ତର ସିଆର ରାଜନ
ଝରିଗାଁ – ଉଲଧର ମାଝି
ନବରଙ୍ଗପୁର – ସଦନ ନାୟକ
ଡାବୁଗାଁ – ଭୁଜବଳ ମାଝି
ମାଲକାନଗିରି – ମାଲା ମାଢ଼ି
ଚିତ୍ରକୋଣ୍ଡା – ଲକ୍ଷ୍ମୀପ୍ରିୟା ନାୟକ
ଗୋପାଳପୁର – ଏସ. ଧର୍ମରାଜ ରେଡ୍ଡୀ
ବ୍ରହ୍ମପୁର – ଲିଙ୍ଗରାଜ
ଦିଗପହଁଣ୍ଡି- ବିସ୍ମୟ ମହାପାତ୍ର
ଚିକିଟି -ସୁଭାଷ ଚନ୍ଦ୍ର ରାଉତ
ମୋହନା – ଡ. ଦାଶରଥୀ ଗମାଙ୍ଗ
ବୀରମହାରାଜପୁର – ବିନୋଦ କୁମାର ପାତ୍ର
ବଲାଙ୍ଗିର- ନରସିଂହ ମିଶ୍ର
ପୋଲସରା – ହରିଚରଣ ସ୍ୱାଇଁ
କବିସୂର୍ଯ୍ୟନଗର – ବିଜୟ କୁମାର ସାହୁ
ଆସ୍କା – ମନୋଜ କୁମାର ଜେନା
ସାନଖେମୁଣ୍ଡି – ରମେଶ ଚନ୍ଦ୍ର ଜେନା
ହିଞ୍ଜିଳି – ରାମକୃଷ୍ଣ ପଣ୍ଡା
ଗୁଣୁପୁର- ପୁରୁଷୋତମ ଗମାଙ୍ଗ
ବିଷମ କଟକ- ନୀଳମାଧବ ହିକ୍କା
ଜୟପୁର- ତାରାପ୍ରସାଦ ବାହିନୀପତି
କୋରାପୁଟ-କୃଷ୍ଣଚନ୍ଦ୍ର କୁଲଦୀପ
ପଟାଙ୍ଗୀ- ରାମଚନ୍ଦ୍ର କଡାମ


















