ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେଡି ସଭାପତି ନବୀନ ପଟ୍ଟନାୟକ ୯ ବିଧାନସଭା ଆସନଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜାଣନ୍ତୁ କାହାକୁ କେଉଁଠୁ ଦଳ ଟିକେଟ ଦେଇଛି।

୧-ଧାମନଗର –  ରାଜେନ୍ଦ୍ର ଦାସ

୨-କାକଟପୁର – ସୁରେନ୍ଦ୍ର ସେଠୀ

୩-ବାଲିକୁଦ- ଏରସମା – ରଘୁନନ୍ଦନ ଦାସ

୪- ଜଗତସିଂହପୁର – ପ୍ରଶାନ୍ତ ମୁଦୁଲି

୫- ନିଳଗିରି – ସନ୍ତୋଷ ଖଟୁଆ

୬- ନିଆଳୀ – ପ୍ରମୋଦ ମଲ୍ଲିକ

୭- ଆନନ୍ଦପୁର – ଭାଗିରଥୀ ସେଠୀ

୮- ନିମାପଡ଼ା – ସମୀର ଦାଶ

୯ – ପିପିଲି – ପ୍ରଦୀପ ମହାରଥୀ

Comment