ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଆସିପାରେ ବିଜେଡିର ଅବଶିଷ୍ଟ ପ୍ରାର୍ଥୀ ତାଲିକା। ଏଥିପାଇଁ ବିଜେଡି ଶିବିରରେ ଅଙ୍କକଷା ଚାଲିଛି।

ବିଧାନସଭା ଆସନ ହେଲା ଜୟଦେବ, ଭୁବନେଶ୍ୱର-ମଧ୍ୟ ଓ ଭୁବନେଶ୍ୱର- ଉତ୍ତର, କେନ୍ଦ୍ରାପଡ଼ାର ବରି। ଏନେଇ ନବୀନ ନିବାସରେ ଆଶାୟୀଙ୍କ ଭିଡ଼ ଲାଗିଛି।

କାହାକୁ ୩ ଲୋକସଭା ଓ ୧୯ ବିଧାନସଭା ଆସନରେ ପ୍ରାର୍ଥୀ କରାଯିବ ସେନେଇ ବିଜେଡି ଶିବିରରେ କସରତ ଚାଲିଛି।

Comment