ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଘୋଷଣା ହେଲା କଂଗ୍ରେସର ୧ ଲୋକସଭା ୯ ବିଧାନସଭା ଲାଗି ପ୍ରାର୍ଥୀ ତାଲିକା। ପୁଣି ରାତି ଅଧରେ କଂଗ୍ରେସ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜାଣନ୍ତୁ କାହାକୁ ମିଳିଛି ଟିକେଟ?
ଲୋକସଭା
ସମ୍ବଲପୁର – ଶରତ ପଟ୍ଟନାୟକ
ବିଧାନସଭା
ଘସିପୁରା – ନରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର-ମଧ୍ୟ – ରାଜୀବ ପଟ୍ଟନାୟକ
ଭୁବନେଶ୍ୱର-ଉତ୍ତର – ଈତିଶ ପ୍ରଧାନ
ବେଗୁନିଆ – ପ୍ରଦିପ ସାହୁ
ସମ୍ବଲପୁର- ଡାକ୍ତର ଅଶ୍ୱୀନି ପୂଜାହାରି
କଟକ ସଦର – ଅଭିଷେକ ମହାନନ୍ଦ
କଟକ-ଚୌଦ୍ୱାର – ଜଗଦୀଶ ମହାନ୍ତି
ଜୟଦେବ – ସୁକାନ୍ତ ତିଆଡ଼ି ଭୋଇ
ଚିଲିକା – ପ୍ରଦୀପ ସ୍ୱାଇଁ


















