ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଂଗ୍ରେସ ଆଜି ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଜାଣନ୍ତୁ କେଉଁ ୯ ଆସନରେ କିଏ ହେଲେ କଂଗ୍ରେସ ପ୍ରାର୍ଥୀ।

ଭଣ୍ଡାରିପୋଖରୀ – ନିରଞ୍ଜନ ପଟ୍ଟନାୟକ

ଭଦ୍ରକ – ନଳିନୀକାନ୍ତ ମହାନ୍ତି

ବଡ଼ଚଣା – ସୀତାକାନ୍ତ ମହାପାତ୍ର

ଧର୍ମଶାଳା – ବିଜ୍ଞାନ ପଣ୍ଡା

ସାଲେପୁର – ରବୀନ୍ଦ୍ରନାଥ କର

ମହାକାଳପଡ଼ା – ବିଭ୍ରାଂଶୁ ଶେଖର ଲେଙ୍କା

ତିର୍ତ୍ତୋଲ – ଦେବୀ ପ୍ରସାଦ ମଲ୍ଲିକ

ବାଲିକୁଦା-ଏରସମା – ଲଲାଟେନ୍ଦୁ ମହାପାତ୍ର

ନିମାପଡ଼ା – ସତ୍ୟବ୍ରତ ପାତ୍ର

ନିରଞ୍ଜନ ପଟ୍ଟନାୟକ ଘସିପୁରାରୁ ପ୍ରାର୍ଥୀ ହୋଇଛନ୍ତି। ହେଲେ ସେ ଦୁଇଟି ସ୍ଥାନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିବା ପରେ ପୁଣି ଭଣ୍ଡାରିପୋଖରୀରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ପୂର୍ବରୁ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଟିକେଟ ପାଇଥିଲେ ବିଭୁ ପ୍ରସାଦ ତରାଇ। କିନ୍ତୁ ବିଭୁ ବିଜେପିରେ ଯୋଗ ଦେବା ପରେ ଦେବୀ ପ୍ରସାଦ ମଲ୍ଲିକଙ୍କୁ ଟିକେଟ ଦେଇଛି ଦଳ।

Comment