ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବଲାଙ୍ଗିରର ହେଭିୱେଟ୍‌ ନେତାମାନେ ଭୋଟ ଦେଇଛନ୍ତି। ବଲାଙ୍ଗିର ବିଜେଡି ବିଧାୟକ ପ୍ରାର୍ଥୀ ଅର୍କେଶ ସିଂଦେଓ ନିଜ ପତ୍ନୀଙ୍କ ସହ ଭୋଟ ଗ୍ରହଣ କରିଛନ୍ତି। ସେହିପରି ତାଙ୍କ ବଡ଼ ଭାଇ ବିଜେଡି ସାଂସଦ କଳିକେଶ ନାରାୟଣ ସିଂଦେଓ ଭୋଟ ଦେଇଛନ୍ତି।

ସେହିପରି ତାଙ୍କ ବଡ଼ ଭାଇ ବିଜେଡି ସାଂସଦ କଳିକେଶ ନାରାୟଣ ସିଂଦେଓ ଭୋଟ ଦେଇଛନ୍ତି। ଅନ୍ୟପକ୍ଷରେ ଅର୍କେଶଙ୍କ ବିପକ୍ଷରେ କଂଗ୍ରେସର ହେଭିୱେଟ୍‌ ନେତା ତଥା ବଲାଙ୍ଗିର କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ମଧ୍ୟ ଭୋଟ ଦେଇଛନ୍ତି।

Comment