ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଟିଂ ସମୟରେ ବଲିଉଡ ଅଭିନେତା ବିକି କୌଶଳଙ୍କର ଦୁର୍ଘଟଣା ଘଟିଛିା ଦୁର୍ଘଟଣାରେ ବିକିଙ୍କ ମୁହଁରେ ଗଭୀର ଆଘାତ ଲାଗିଛିା ରିପୋର୍ଟ ଅନୁସାରେ ଗୁଜୁରାଟରେ ଏକ ଫିଲ୍ମର ସୁଟିଂ ସମୟରେ ଏହି ଦୁର୍ଘଟଣା ଘଟିଛିା ଟ୍ରେଡ ଆନାଲିସିଷ୍ଟ ତରଣ ଆଦର୍ଶ ଟୁଇଟ କରି ଏହି ସୂଚନା ଦେଇଛନ୍ତିା

ଭାନୁ ପ୍ରତାପ ସିଂହଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏକ ଫିଲ୍ମର ସୁଟିଂ ଚାଲିଥିଲା।

ଦୁର୍ଘଟଣା ପରେ ଗୁଜୁରାଟର ଏକ ସ୍ଥାନୀୟ ହସ୍ପିଟାଲରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ସେ ମୁମ୍ବାଇ ଆସିଛନ୍ତିା ମୁମ୍ବାଇରେ ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛିା

ଯେଉଁ ଫିଲ୍ମ ପାଇଁ ବିକି ସୁଟିଂ କରୁଥିଲେ ଫିଲ୍ମର ପ୍ରଡକ୍ସନ କରଣ ଜୋହର ଓ ଧର୍ମା ପ୍ରଡକ୍ସନ କରୁଛନ୍ତିା ଫିଲ୍ମରେ ଭୂମି ପଡେନକର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତିା

Comment