ଓଡ଼ିଶାଲାଇଭ୍ ବ୍ୟୁରୋ
ସାରାଦେଶରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛିା ଏହି ପର୍ଯ୍ୟାୟରେ ଦେଶରେ ୧୧୬ଟି ଆସନ ପାଇଁ ମତଦାନ ହେଉଛିା ଏହି ରାଜ୍ୟଗୁଡ଼ିକ ଭିତରେ୧୩ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛିା
ଏହି ପର୍ଯ୍ୟାୟରେ ଗୁଜୁରାଟର ସମସ୍ତ ଆସନ, କେରଳର ସମସ୍ତ ଆସନ ଲାଗି ମତଦାନ ହେଉଛିା ପର୍ଯ୍ୟାୟରେ ଦୁଇ ହେବିଓ୍ୱେଟଙ୍କ ଭାଗ୍ୟ ପରୀକ୍ଷା ହେବା ଏହି ଦୁଇ ହେଭିଓ୍ୱେଟ ନେତା ହେଲେ ଅମିତ ଶାହ, ରାହୁଲ ଗାନ୍ଧି।
ଏହି ଦୁଇ ନେତାଙ୍କ ଆସନ ଗୁଜୁରାଟ ଓ କେରଳରେ ମତଦାନ ହେବ। ଗୁଜୁରାଟର ଗାନ୍ଧି ନଗରରୁ ଅମିତ ଶାହ, କେରଳ ଓ୍ୱାଇନାଡରୁ ରାହୁଲ ଗାନ୍ଧିଙ୍କ ଭାଗ୍ୟ ଇଭିଏମରେ ସିଲ ହେବା








