ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଖୁବଶୀଘ୍ର ‘ବିଗ ବସ’ ସିଜିନ ୧୩ ଆରମ୍ଭ ହେବାକୁ ଯାଉଛିା ସୋ’ ଆରମ୍ଭ ପୂର୍ବରୁ ହିଁ ସୋ’କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛିା ଏଥର ଏହି ସୋ’ରେ କେଉଁ ସେଲିବ୍ରିଟି ଭାଗ ନେବେ ତା’କୁ ନେଇ ଚର୍ଚ୍ଚା ହେଉଛିା ଅଭିନେତା କରଣ ପଟେଲ, ଅଭିନେତ୍ରୀ ଜରୀନ ଖାନଙ୍କ ପରେ ଏବେ ଆଇଉ ଦୁଇ ଅଭିନେତ୍ରୀଙ୍କ ନାଁଆସୁଛି। ଯିଏ ସୋ’ରେ ଅଂଶ ଗ୍ରହଣ କରିବୋ

ରିପୋର୍ଟ ଅନୁସାରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ, ଦେବଲୀନା ଭଟ୍ଟାଚାର୍ଯୀ ଏହି ସୋ’ରେ ସାମିଲ ହୋଇପାରନ୍ତିା  କଲର୍ସ ଟିଭିରେ ଏହି ସୋ’ ଚଳିତ ବର୍ଷ ଡିସେମ୍ବର ୨୯ ତାରିଖରୁ ଆରମ୍ଭ ହେବା ସୋ’ର ଫାଇନାଲ ଏପିସୋଡ ୨୦୧୯ ଜାନୁଆରୀ ମାସରେ ପ୍ରସାରିତ କରାଯିବା

ଲୋକପ୍ରିୟ ସିରିଏଲ ଗୋପୀ ବହୂ ଅଭିନେତ୍ରୀ ଦେବଲିନା ଓ ପବିତ୍ର ରିସ୍ତାରେ ଅର୍ଚ୍ଚନା ଭୂମିକାରେ ଅଭିନୟ କରିଥିବା ଅଙ୍କିତାଙ୍କ ଉପସ୍ଥିତି ସୋ’ର ଟିଆରପି ବଢ଼ାଇବାରେ ସହାୟକ ହେବ ବୋଲି କୁହାଯାଉଛିା କାରଣ ଟେଲି ଜଗତରେ ଏହି ଦୁଇ ଅଭିନେତ୍ରୀଙ୍କ ଲୋକପ୍ରିୟତା ଢ଼େର ଅଧିକା

ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ଫିଲ୍ମ ମଣିକର୍ଣ୍ଣିକାରେ ଅଙ୍କିତାଙ୍କୁ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here