ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜୁନ ୭, ୮ ଦୁଇଦିନିଆ ଗସ୍ତରେ ନିଜ ସଂସଦୀୟ କ୍ଷେତ୍ର କେରଳର ଓ୍ୱାୟନାଡ ଯିବୋ ସେଠରେ ନଜ ସାଧାରଣଙ୍କୁ ଧନ୍ୟବାଦ ଜଣାଇବେ ରାହୁଲ। ୨୦୧୯ ଲୋକସଭା ନିର୍ବାଚନରେ ଓ୍ୱାୟନାଡ ଆସନରୁ ଜିତିବା ପରେ ରାହୁଲଙ୍କର ଏହା ପ୍ରଥମ କେରଳ ଗସ୍ତା ରାହୁଲଙ୍କ ଓ୍ୱାୟନାଡ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛିା

ଏହି ଗସ୍ତରେ ରାହୁଲ ଓ୍ୱାୟନାଡ ଲୋକସଭା ଆସନ ଅଧୀନରେ ଥିବା ୭ଟି ବିଧାନସଭା କ୍ଷେତ୍ର ଗସ୍ତ କରିବୋ

ଏଥର ରାହୁଲ ନିର୍ବାଚନରେ ୨ଟି ଉତ୍ତରପ୍ରଦେଶର ଆମେଠୀ ଓ କେରଳର ଓ୍ୱାୟନାଡ ଆସନରୁ ଲଢ଼ିଥିଲୋ ଆମେଠୀ ଆସନରୁ ଏଥର ରାହୁଲଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଥିଲା। ହେଲେ ଓ୍ୱାୟନାଡ ଆସନରୁ ସେ ବିଜୟୀ ହୋଇଥିଲୋ

ତେବେ ଏଥର ନିର୍ବାଚନରେ କଂଗ୍ରେସକୁ ଶୋଚନୀୟ ଭାବେ ପରାଜିତ ହେବାକୁ ପଡ଼ିଛିା ପରାଜୟ ପରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଜିଦ୍ କରି ବସିଛନ୍ତିା

LEAVE A REPLY

Please enter your comment!
Please enter your name here