ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁନ୍ ୨୫ ତାରିଖରୁ ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟ ଦିବସ ରହିଛି। ଜୁନ୍ ୨୫ରୁ ଜୁଲାଇ ୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ। ଜୁଲାଇ ୧୨ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ହେବ।

ଜୁନ୍ ୨୫ରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଆରମ୍ଭ ହେବ ଅଧିବେଶନ।

ଏହାସହ ଜୁନ୍ ୨୭ରେ ହେବ ଉପ-ବାଚସ୍ପତି ନିର୍ବାଚନ ହେବ।

ଜୁନ୍ ୨୮ରେ ୨୦୧୯-୨୦ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରାଯିବ।

ଜୁଲାଇ ୩୧ରେ ଉପସ୍ଥାପନ ହେବ ବ୍ୟୟ ମଞ୍ଜୁରୀ ବିଲ୍।

LEAVE A REPLY

Please enter your comment!
Please enter your name here