ଓଡ଼ିଶାଲାଇଭ ବ୍ୟୁରୋ

ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ପକ୍ଷରୁ ଆଜି ଓଟିଇଟି ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ଅଗଷ୍ଟ ୫ ତାରିଖରୁ ୧୪ ପର୍ଯ୍ୟନ୍ତ ହେବ। ପ୍ରଥମ ଥର ପାଇଁ ଏହି ପରୀକ୍ଷା ଅନଲାଇନରେ ହେବ।

ପରୀକ୍ଷାର୍ଥୀ ନିଜ ଆଡମିଟ୍ କାର୍ଡ ପାଇଁ ବିଏସଇ ଅଫିସିଆଲ ଓ୍ଵେବସାଇଟ www.bseodisha.nic.in କୁ ଯାଇ ଡାଉନଲୋଡ କରିପାରିବେ।

ଆବେଦନର ଅନଲାଇନ ପଞ୍ଜିକରଣ ୧୫ ଜୁଲାଇରୁ ଆରମ୍ଭ ହୋଇସାରିଛି। ଏହି ପ୍ରକ୍ରିୟା ୨୬ ଜୁଲାଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ।

LEAVE A REPLY

Please enter your comment!
Please enter your name here