ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୨୦ରେ ରିଲିଜ୍ ହେବ ଧର୍ମା ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’। ହେଲେ ସବୁଠାରୁ ଏକ୍ସାଇଟେଡ୍ କଥା ହେଲା ଏହାର ଷ୍ଟାର କାଷ୍ଟ୍। ପ୍ରଥମ ଥର ପାଇଁ ଗୋଟିଏ ପରଦାରେ ଦେଖାଦେବେ ରିଅଲ୍ ଲାଇଫ୍ ଲଭ୍ କପଲ୍ ଚୁଲବୁଲି ଆଲିଆ ଓ ଡ୍ୟାସିଙ୍ଗ ରଣବୀର।

ସେମିତିବି ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ବଲିଉଡରେ ଜୋରଦାର୍ ଗସିପ୍ ଚାଲିଛି। ତେବେ ଅଫ୍ ସ୍କ୍ରିନ୍ କେମେଷ୍ଟ୍ରିକୁ ଅନ୍ ସ୍କ୍ରିନ୍ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ଦୁହିଁଙ୍କ ଫ୍ୟାନ୍ସ୍।

ହଟ୍ କପଲ୍ ଆଲିଆ ଓ ରଣବୀରଙ୍କ ବ୍ୟତୀତ ରୋମାନ୍ସର ବାଦଶାହା ଶାହାରୁଖ ଖାନ୍ ବି ଏକ ପ୍ରମୁଖ ଭୂମିକାରେ ଏଥିରେ ରହିବେ ବୋଲି ସୁତ୍ରରୁ ଜଣାପଡିଛି। ଫିଲ୍ମର ନିର୍ଦ୍ଦେଶନା ଦେବେ ଡାଇରେକ୍ଟର୍ ଆରିୟନ୍ ମୁଖାର୍ଜୀ।

LEAVE A REPLY

Please enter your comment!
Please enter your name here