ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲିଙ୍ଗରାଜ ମନ୍ଦିର ନବୀକରଣ ପାଇଁ ବିଏମସି ପକ୍ଷରୁ ଶୁକ୍ରବାର ମଧ୍ୟ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଆଜି ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ଦ୍ୱାର ନିକଟରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି।

ସୋମବାର ପ୍ରଥମ ଦିନରେ ମନ୍ଦିରଠୁ ଭଜନ ମଣ୍ଡପ ପର୍ଯ୍ୟନ୍ତ ବିଡିଏ ଓ ବିଏମ୍‌ସିର ଜଏଣ୍ଟ ସ୍କ୍ଵାର୍ଡ ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ପରେ ସ୍ଥାନୀୟ ଲୋକେ ଓ କଂଗ୍ରେସକର୍ମୀମାନେ ବିରୋଧ କରିଥିଲେ। ବିଏମ୍‌ସି କମିସନରଙ୍କ ଆଲୋଚନା ପରେ ପୁଣି ଉଚ୍ଛେଦ ଆରମ୍ଭ ଜାରି ରହିଛି।

LEAVE A REPLY

Please enter your comment!
Please enter your name here