ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ବାଲ୍ ସୈନିକ ସ୍କୁଲରେ ଆକାଉଣ୍ଟସ୍ କ୍ଲର୍କ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆସନ୍ତା ଡିସେମ୍ବର ୨୬ ତାରିଖରେ ୱାକ୍-ଇନ୍-ଇଣ୍ଟରଭ୍ୟୁ କରାଯିବ। ସ୍କୁଲ ତରଫରୁ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଇଣ୍ଟରଭ୍ୟୁରେ ଯୋଗ ଦେବାକୁ କୁହାଯାଇଛି।

ଯୋଗ୍ୟତା

ଏହି ପଦ ପାଇଁ ପ୍ରାର୍ଥୀ ଜଣକ ବି.କମ୍ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ

ପ୍ରାର୍ଥୀଙ୍କର କମ୍ପ୍ୟୁଟର ସମ୍ବନ୍ଧୀୟ ଜ୍ଞାନ ରହିଥିବା ଆବଶ୍ୟକ

ଇଣ୍ଟରଭ୍ୟୁର ସମୟ

ଡିସେମ୍ବର ୨୬ ତାରିଖ ଦିନ ସକାଳ ୧୦ଟାରୁ ଦିନ ୧୨ ମଧ୍ୟରେ ଏହି ଇଣ୍ଟରଭ୍ୟୁ କରାଯିବ।

Comment