ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ପ୍ରଫେସର ଦିପ୍ତୀମୟୀ ତ୍ରିପାଠୀ ହେଲେ ଏମ୍‌କେସିଜି ମେଡିକାଲ କଲେଜର ନୂଆ ଡିନ୍‌। ମାର୍ଚ୍ଚ ୧ ତାରିଖରୁ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପୂର୍ବତନ ଡିନ୍‌ ଅବସର ନେବା ପରେ ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରଫେସର ଦିପ୍ତୀମୟୀ ତ୍ରିପାଠୀ।

ପ୍ରଫେସର ରାଧାମାଧବ ତ୍ରିପାଠୀ ଏମକେସିଜି ମେଡିକାଲ କଲେଜ ପ୍ରିନସିପାଲ ଓ ଡିନ୍‌ ପଦରୁ ଅବସର ନେବା ପରେ ଜେନେରାଲ ମେଡ଼ିସିନ ପ୍ରଫେସର ଦିପ୍ତୀମୟୀ ତ୍ରିପାଠୀଙ୍କୁ ଡିନ୍‌ ପାଇଁ ନିଯୁକ୍ତି ଦିଆଯାଇଛି।

Comment