ଓଡ଼ିଶାଲାଇଭ୍ ବ୍ୟୁରୋ 

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାରେ ଦୁଇ ଜଣ ନକଲି ଶିକ୍ଷକ ଓକିଲା ବିଶୋୟୀ (୫୫) ଓ ଅଶୋକ ସାହୁ (୪୩)ଙ୍କୁ ଆସିକା ପୋଲିସ ଗିରଫ କରିଛି।

ଓକିଲା ମନ୍ତପଦା ହାଇସ୍କୁଲରେ ସହକାରୀ ଶିକ୍ଷକ ଥିବା ବେଳେ ଅଶୋକ କେନ୍ଦୁପଦର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଅଛନ୍ତି। ଏ ଦୁଇ ଜଣଙ୍କ ବିରୋଧରେ ଆସିକା ପୋଲିସ ଭାରତୀୟ ପିଙ୍ଗଳ କୋଡ୍‌ର ୪୬୬, ୪୬୭, ୪୭୧ ଓ ୪୨୦ ଦଫାରେ ୪୬୬/୧୯ ନମ୍ବର କେସ ରୁଜୁ କରିଛନ୍ତି।

LEAVE A REPLY

Please enter your comment!
Please enter your name here