ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ଏମ୍‌କେ କନ୍‌ଷ୍ଟ୍ରକ୍ସନ୍‌ରେ ଇଞ୍ଜିନିୟର, ସୁପର୍‌ଭାଇଜର୍‌ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାର୍ଚ୍ଚ ୮ରେ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ ହେବ।

ପଦବୀ ଓ ଯୋଗ୍ୟତା:

  • କନ୍‌ଷ୍ଟ୍ରକ୍ସନ୍‌ ମ୍ୟାନେଜର୍‌ (ଗୋଟିଏ ପଦବୀ) – ସିଭିଲ୍‌ ଇଞ୍ଜିନିୟରିଂରେ ଡିଗ୍ରା କିମ୍ବା ଡିପ୍ଲୋମା କରିବା ସହ କନ୍‌ଷ୍ଟ୍ରକ୍ସନ୍‌ ମ୍ୟାନେଜମେଣ୍ଟରେ ଅତିକରମ୍‌ରେ ୨୦ ବର୍ଷର ଅଭିଜ୍ଞତା ଥିବ।
  • ସିନିୟର ଇଞ୍ଜିନିୟର (୩ଟି ପଦବୀ) – ସିଭିଲ୍‌ ଇଞ୍ଜିନିୟରିଂରେ ଡିଗ୍ରା କିମ୍ବା ଡିପ୍ଲୋମା କରିବା ସହ କନ୍‌ଷ୍ଟ୍ରକ୍ସନ୍‌ ମ୍ୟାନେଜମେଣ୍ଟରେ ଅତିକରମ୍‌ରେ ୧୦ ବର୍ଷର ଅଭିଜ୍ଞତା ଥିବ।
  • ଜୁନିୟର ଇଞ୍ଜିନିୟର (୫ଟି ପଦବା) – ସିଭିଲ୍‌ ଇଞ୍ଜିନିୟରିଂରେ ଡିଗ୍ରା କିମ୍ବା ଡିପ୍ଲୋମା କରିବା ସହ କନ୍‌ଷ୍ଟ୍ରକ୍ସନ୍‌ ମ୍ୟାନେଜମେଣ୍ଟରେ ଅତିକରମ୍‌ରେ ୩ ବର୍ଷର ଅଭିଜ୍ଞତା ଥିବ।
  • ସିନିୟର ସିଭିଲ୍‌ ସୁପର୍‌ଭାଇଜର୍‌ (୪ଟି ପଦବୀ) – ଅତିକମ୍‌ରେ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

 

  • ଜୁନିୟର ସିଭିଲ୍‌ ସୁପର୍‌ଭାଇଜର୍‌ (୩ଟି ପଦବୀ) – ଅତିକମ୍‌ରେ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ସେଫ୍‌ଟି ଅଫିସର୍‌ (୨ଟି ପଦବୀ) – କନ୍‌ଷ୍ଟ୍ରକ୍ସନ୍‌ ସାଇଟ୍‌ ସେଫ୍‌ଟିରେ ଅତିକମ୍‌ରେ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ସିଭିଲ୍‌ ଏଷ୍ଟିମେଟର୍‌ (ଗୋଟିଏ ପଦବୀ) – ସିଭିଲ୍‌ ଇଞ୍ଜିନିୟରିଂରେ ଡିଗ୍ରା କିମ୍ବା ଡିପ୍ଲୋମା କରିବା ସହ କନ୍‌ଷ୍ଟ୍ରକ୍ସନ୍‌ ମ୍ୟାନେଜମେଣ୍ଟରେ ଅତିକରମ୍‌ରେ ୫ ବର୍ଷର ଅଭିଜ୍ଞତା ଥିବ।
  • ଷ୍ଟୋର୍‌ କିପର୍‌ (୨ଟି ପଦବୀ) – ଦଶମ +୨ ପାସ୍‌ କରିବା ସହ ଷ୍ଟୋର୍‌ କିପିଂରେ ଅତିକମ୍‌ରେ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ଅଫିସ୍‌ ବଏ (୪ଟି ପଦବୀ)

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନେ ନିଜର ବାୟୋଡାଟା ଏବଂ ଫଟୋକପି ସହ ନିମ୍ନଲିଖିତ ଠିକଣାରେ ପହଞ୍ଚିଯିବାକୁ ମାର୍ଚ୍ଚ ୫ ରେ ପ୍ରକାଶିତ ବିଜ୍ଞାପନରେ କୁହାଯାଇଛି।

ଠିକଣା– ଏଚ୍‌ଆଇଜି-A/୧୯, ଲିଙ୍ଗରାଜ ବିହାର, ପୋଖରୀପୁଟ, ଡିଏଭି ପବ୍ଲିକ୍‌ ସ୍କୁଲ୍‌ ପାଖ, ଭୁବନେଶ୍ଵର-୭୫୧୦୨୦

  • ଇଣ୍ଟରଭ୍ୟୁ ସମୟ- ୨୦୨୦ ମାର୍ଚ୍ଚ ୪ ସକାଳ ୧୧ରୁ ୨ ଟା
  • ଯୋଗାଯୋଗ ପାଇଁ ଫୋନ୍‌ ନମ୍ବର– 7752015427, 7752015440

ସୌଜନ୍ୟ: ଚାକିରି ପ୍ଲସ୍‌

Comment