ଓଡ଼ିଶାଲାଇଭ୍ ବ୍ୟୁରୋ
OSSC ଅଧୀନରେ ଗୋଟିଏ ରିସେପ୍ସନିଷ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୯ରୁ ଏପ୍ରିଲ୍ ୮ ଯାଏଁ ଚାଲୁ ରହିବ।
ଶିକ୍ଷାଗତ ଯୋଗ୍ୟତା– ହସ୍ପିଟାଲିଟି/ହୋଟେଲ୍ ମ୍ୟାନେଜମେଣ୍ଟରେ ଡିଗ୍ରୀ କିମ୍ବା ଡିପ୍ଲୋମା କରିଥିବେ। କମ୍ପ୍ୟୁଟରରେ ଜ୍ଞାନ ଥିବ। ଓଡ଼ିଆ ବିଷୟ ପଢ଼ିଥିବେ।
ବୟସ ସୀମା– ୨୦୧୯ ଜାନୁଆରି ୧ ସୁଦ୍ଧା ୨୧ରୁ ୩୨ ବର୍ଷ ବୟସ ହୋଇଥିବ।

ଦରମା– ୧୬,୮୮୦ ଟଙ୍କା
ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନ୍ଲାଇନ୍ ଆବେଦନ କରିପାରିବେ।
ଆବେଦନ ଶୁଳ୍କ– ୨୦୦ ଟଙ୍କା (ଏସ୍ସି, ଏସ୍ଟି, ଭିନ୍ନକ୍ଷମଙ୍କ ବ୍ୟତୀତ)
ଅଧିକ ତଥ୍ୟ ପାଇଁ ossc.gov.in ରେ କ୍ଲିକ୍ କରନ୍ତୁ।
source – www.chakiri.plus











