ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର କେଦାରଗୌରୀ ରୋଡସ୍ଥିତ ସେଣ୍ଟ୍ ଜାଭିୟର ହାଇସ୍କୁଲରେ ପ୍ରିନ୍ସିପାଲ ଓ ପିଆରଟି ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ ୪ ତାରିଖ ସୁଦ୍ଧା ଆବେଦନ କରିପାରିବେ।
- ପ୍ରିନ୍ସିପାଲ – ଏମଏ/ଏମଏସ୍ସି ସହ ବି.ଏଡ୍ କରିଥିବେ ଏବଂ ଯେକୌଣସି ସିବିଏସସି ସିନିୟର ସେକେଣ୍ଡାରୀ ସ୍କୁଲରେ ଅତିକମରେ ୧୫ ବର୍ଷ ପାଠ ପଢ଼ାଇଥିବା ଆବଶ୍ୟକ। ୩ରୁ ୫ ବର୍ଷ ଆଡମିନିଷ୍ଟ୍ରଟେଭ୍ ଅଭିଜ୍ଞତା ଥିବ।
- ବୟସ – ୫୦ ବର୍ଷରୁ ଅଧିକ ହୋଇନଥିବ।
- ପିଆରଟି(ଗଣିତ) – ଇଂରାଜୀ ମିଡିୟମ ସ୍କୁଲରୁ ଅନର୍ସ ସହ ସ୍ନାତକ କରିବା ସହ ବି.ଏଡ୍ କରିଥିବା ଆବଶ୍ୟକ ଏବଂ ୩ ବର୍ଷ ପାଠ ପଢ଼ାଇବାର ଅଭିଜ୍ଞତା ରହିଥିବା ଆବଶ୍ୟକ।
ଆବେଦନ ପ୍ରକ୍ରିୟା:
ଏହି ବିଜ୍ଞପ୍ତି ମାର୍ଚ୍ଚ ୨୩ରେ ପ୍ରକାଶ ପାଇଛି। ୧୨ ଦିନ ମଧ୍ୟରେ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଇମେଲ୍ କିମ୍ବା ସ୍କୁଲ ଠିକଣାରେ ପଠାଇବାକୁ ହେବ।
- ଇ ମେଲ- stxavier_school@yahoo.co.in
- ଠିକଣା- ସେଣ୍ଟ ଜାଭିୟର ହାଇସ୍କୁଲ, 231, କେଦାର ଗୌରୀ ରୋଡ୍, ଭୁବନେଶ୍ୱର, ପିନ୍- 751002
- ଫୋନ୍ ନମ୍ବର- 0674-2433986
source:www.chakiri.plus















