ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ବିକାଶ କର୍ତ୍ତୃପକ୍ଷ (ଦିଲ୍ଲୀ ଡେଭେଲପମେଣ୍ଟ ଅଥରିଟି- DDA) ଅଧୀନରେ ୩ଟି ଡିରେକ୍ଟର (ମିନିଷ୍ଟ୍ରିଆଲ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ମେ ମାସ ୧୧ ତାରିଖ ଯାଏଁ ଆବେଦନ କରିପାରିବେ।

ଯୋଗ୍ୟତା– କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଅଧିନରେ ସଂପୃକ୍ତ ବିଭାଗରେ ସମ୍ମାନଜନକ ପଦବୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନେ ନିଦର ଆବେଦନପତ୍ର ୨୦୨୦ ମେ ୧୧ ସୁଦ୍ଧା ନିମ୍ନଲିଖତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା– କମିସନର (ପର୍ସୋନେଲ), ଡିଲ୍ଲୀ ଡେଭେଲପମେଣ୍ଟ ଅଥୋରିଟି, ବି-୧, ଗ୍ରାଉଣ୍ଡ ଫ୍ଲୋର୍, ବିକାଶ ସଦନ, ନିୟୁ ଦିଲ୍ଲୀ-୧୧୦୦୨୩

ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ବିବରଣୀ ପାଇଁ dda.org.inରେ କ୍ଲିକ୍ କରନ୍ତୁ।

Comment