ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ମେରାଇନ ପୋଲିସର OSSF (ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକିଂ ଫୋର୍ସ) ରେ ବିଭିନ୍ନ ପଦବୀରେ ଅବସରପ୍ରାପ୍ତ ନେଭି ଏବଂ କୋଷ୍ଟଗାର୍ଡ ପର୍ସୋନେଲଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଦେଶରେ କୋଭିଡ୍-୧୯ର ପ୍ରଭାବ ଯୋଗୁଁ ଏହାର ଆବେଦନ ପ୍ରକ୍ରିୟା ଘୁଞ୍ଚାଇ ଦିଆଯାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ମେ ୩୧ ଯାଏଁ ଆବେଦନ କରିପାରିବେ। ପୂର୍ବରୁ ଏହା ମେ ୮ ଥିଲା।

ପଦବା ବିବରଣୀ

ମାଷ୍ଟର:

  • ପଦବୀ ସଂଖ୍ୟା- ୧୨
  • ଯୋଗ୍ୟତା- ସିମାନ ବ୍ରାଞ୍ଚର MCPO/CPO/PO ଥିବେ
  • ଦରମା- ୨୫୦୦୦ ଟଙ୍କା

ସିରାଙ୍ଗ:

  • ପଦବୀ ସଂଖ୍ୟା- ୨
  • ଯୋଗ୍ୟତା- ସିମାନ ଏବଂ କମ୍ୟୁନିକେସନ୍ ବ୍ରାଞ୍ଚରେ CPO/PO ଥିବେ
  • ଦରମା- ୨୧୨୫୦ ଟଙ୍କା

ଇଞ୍ଚିନ୍ ଡ୍ରାଇଭର୍:

  • ପଦବୀ ସଂଖ୍ୟା-୯
  • ଯୋଗ୍ୟତା- ଇଞ୍ଜିନିୟରିଂ ଏବଂ ଇଲେକ୍ଟ୍ରିକାଲ ବ୍ରାଞ୍ଚରେ CPO/PO ଥିବେ
  • ଦରମା- ୨୧୨୫୦ ଟଙ୍କା

odisha police 1

 

ଡିଙ୍ଗୀ ଡ୍ରାଇଭର୍:

  • ପଦବୀ ସଂଖ୍ୟା- ୧୫
  • ଯୋଗ୍ୟତା- ଇଞ୍ଜିନିୟରିଂ ଏବଂ ଇଲେକ୍ଟ୍ରିକାଲ ବ୍ରାଞ୍ଚରେ PO କିମ୍ବା ନିମ୍ନ ପଦବୀରେ ଥିବେ
  • ଦରମା- ୧୮୭୫୦ ଟଙ୍କା

ସିମାନ୍ ମେକାନିକ୍:

  • ପଦବୀ ସଂଖ୍ୟା- ୧୨
  • ଯୋଗ୍ୟତା- ଯେକୌଣସି ବ୍ରାଞ୍ଚରେ PO କିମ୍ବା ନିମ୍ନ ପଦବୀରେ ଥିବେ
  • ଦରମା- ୧୮୭୫୦ ଟଙ୍କା

ବୟସ– ୪୫ ବର୍ଷରୁ କମ୍

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନଙ୍କର ଆବେଦନପତ୍ର ମେ ୩୧ ସୁଦ୍ଧା ନିମ୍ନଲିଖିତ ଠିକଣାରେ ପହଞ୍ଚିଯିବା ଆବଶ୍ୟକ।

ଠିକଣା– ଆଡିସନାଲ ଡି.ଜି ଅଫ୍ ପୋଲିସ୍, ରେଲଓ୍ୱେ ଆଣ୍ଡ୍ କୋଷ୍ଟାଲ୍ ସିକ୍ୟୁରିଟି, ଓଡ଼ିଶା, ଭୁବନେଶ୍ୱର

ନିଯୁକ୍ତି ପ୍ରକ୍ରିୟା ଆସନ୍ତା ଜୁନ୍ ୪ ଏବଂ ୫ ରେ ନିମ୍ନଲିଖିତ ଠିକଣାରେ ଅନୁଷ୍ଠିତ ହେବ।

ଠିକଣା– ଏସ୍.ଓ.ଡି ହେଡ୍ କ୍ୱାଟର, ଚନ୍ଦକା, ଭୁବନେଶ୍ୱର ସକାଳ ୯ଟାରୁ

ଯୋଗାଯୋଗ ପାଇଁ-

ଅଧିକ ସୂଚନା ପାଇଁ odishapolice.gov.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment