ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ନିର୍ଦ୍ଦେଶକ ହେଉଛନ୍ତି ପ୍ରଣବ ଦାସ। ୮୦ ଦଶକରୁ ଆଜି ପର୍ଯ୍ୟନ୍ତ ସେ ଦର୍ଶକଙ୍କୁ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ତାଙ୍କ ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି ‘ହାକିମ ବାବୁ’, ‘ରଣଭୂମି’, ‘ଶେଷ ପ୍ରତୀକ୍ଷା’, ‘ଅଗ୍ନି ସଙ୍କେତ’। ଦେଖନ୍ତୁ, ପ୍ରଣବ ଦାସଙ୍କ ସହିତ ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାର।

LEAVE A REPLY

Please enter your comment!
Please enter your name here