ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା। କେତେବେଳେ ସେ ନାଗିନା ତ ଆଉ କେତେବେଳେ ଚାମୁଣ୍ଡା। ଏମିତି ପ୍ରାୟ ୧୦୦ରୁ ଅଧିକ ଓଡ଼ିଆ ଫିଲ୍ମରେ ରହିଛି ତାଙ୍କ ଅଭିନୟର ଛିଟା। ସେହିପରି ୧୫ରୁ ଅଧିକ ବଙ୍ଗଳା ଫିଲ୍ମ, ୪୦ରୁ ଅଧିକ ଯାତ୍ରା ସହିତ ସେ ଦର୍ଶକଙ୍କୁ ଦେଇଛନ୍ତି ଅନେକ ହାଇ ଭୋଲଟେଜ୍ ଡ୍ରାମା।
ଅଭିନୟରେ ରାଇମୋହନଙ୍କ ଦୀର୍ଘବର୍ଷର ଅନୁଭୂତି ଓ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଓଡ଼ିଶାଲାଇଭ୍ ସ୍ୱତନ୍ତ୍ର ସାକ୍ଷାତକାର। ଏପ୍ରିଲ ୮ ତାରିଖ, ଶୁକ୍ରବାର ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲରେ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ।
Tags: #RaiMohanParida #Ollywood #Entertainment #OdiaCinema
#ଓଡ଼ିଆସିନେମା #ଓଲିଉଡ #ରାଇମୋହନପରିଡ଼ା