ମନୋଜ ମିଶ୍ର ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ଅଭିନେତା। ସେ ଓଲିଓଡ ବଲିଉଡ ଓ ଟଲିଉଡ୍ ଫିଲ୍ମରେ ଅଭିନୟ କରିଛନ୍ତି। ଖାଲି ସେିତିକି ନୁହେଁ ନାସନାଲ ଟେଲିଭଜିନରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇ ସେ ଘରେ ଘରେ ପରିଚିତ ହୋଇଛନ୍ତି। ତେବେ ଓଲିଉଡର ‘କୁଲ ଖଳନାୟକ’ ମନୋଜଙ୍କ ଅଭିନୟର ଲମ୍ବା ଯାତ୍ରା କେମିତି ରହିଛି ଜାଣିବା ପାଇଁ ଓଡ଼ିଶାଲାଇଭରେ ଦେଖନ୍ତୁ ଭିଡିଓ…।

LEAVE A REPLY

Please enter your comment!
Please enter your name here