ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି କଟକ ଜିଲ୍ଲା ନିଆଳିର ତପତି ରାଜ। ସେ ପ୍ରଥମ ଚେଷ୍ଟାରେ ଓସିଏସ୍ ପରୀକ୍ଷାରେ ସଫଳ ହୋଇଛନ୍ତି। ଏହାପୂର୍ବରୁ ସେ ବେଙ୍ଗାଳୁରୁରେ ଏକ କମ୍ପାନିରେ ଚାକିରି କରିବା ସହ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। କେମିତି ଥିଲା ତପତିଙ୍କ ଷ୍ଟ୍ରାଟେଜି? ଜାଣିବା ପାଇଁ ଦେଖନ୍ତୁ ଭିଡିଓ…

LEAVE A REPLY

Please enter your comment!
Please enter your name here