ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

‘ଅଟିଜିମ’ ଶୈଶବ ଅବସ୍ଥାରେ ଦେଖାଦେଉଥିବା ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ମାନସିକ ସମସ୍ୟା। ଏହି ସମସ୍ୟା ଥିଲେ ଜଣେ ଶିଶୁ ସାଧାରଣ ପିଲାଙ୍କ ଭଳି ଅନ୍ୟମାନଙ୍କ ସହ ଯୋଗାଯୋଗ ବା ସମ୍ପର୍କ କରିପାରନ୍ତି ନାହିଁ। ଏହି ପିଲାଙ୍କର ବ୍ୟବହାରରେ ଭିନ୍ନତା ଦେଖିବାକୁ ମିଳେ। ଏହା ସହ ଏମାନେ ଠିକ୍ ଭାବେ କଥା ହୋଇପାରନ୍ତି ନାହିଁ କିମ୍ବା ଠିକ୍ ଭାବେ ଶବ୍ଦ ଉଚାରଣ କରିପାରନ୍ତି ନାହିଁ ବୋଲି କୁହନ୍ତି ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର।

ଭାରତରେ ପ୍ରାୟ ୫୦ ଲକ୍ଷ ପିଲା ଅଟିଜିମ୍‌ ରୋଗ ଦ୍ୱାରା ଆକ୍ରାନ୍ତ। ତେବେ ଅଟିଜିମ୍‌ କ’ଣ ଏବଂ ଠିକ୍ ସମୟରେ କିଭଳି ଏହାକୁ ଚିହ୍ନି ହେବ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Autism #OdiaHealthTips #SwasthyaplusOdia #SymptomsOfAtism

LEAVE A REPLY

Please enter your comment!
Please enter your name here