ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୩। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ରକ୍ତଚାପକୁ ସାଇଲେଣ୍ଟ କିଲର କହିଲେ ଅତ୍ୟୁକ୍ତି ହେବ ନାହିଁ। ରକ୍ତଚାପ ବିଭିନ୍ନ ରୋଗର କାରଣ ପାଲଟି ଥାଏ ବୋଲି ଡାକ୍ତର କୁହନ୍ତି। ଅଧିକ ଦିନ ଉଚ୍ଚ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିଙ୍କୁ ହାର୍ଟ ଆଟାକ ହେବାର ଆଶଙ୍କା ମଧ୍ୟ ଅଧିକ।

ତେଣୁ ରକ୍ତଚାପକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି। ତେବେ ଉଚ୍ଚ ରକ୍ତଚାପକୁ କିଭଳି ନିୟନ୍ତ୍ରଣ କରିହେବ? ସେ ନେଇ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକାର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

 Tags: #WorldHealthDay2023 #HealthForAll #OdiaHealthTips #HighBloodPressure #Treatment #IFIFoundation

LEAVE A REPLY

Please enter your comment!
Please enter your name here