ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ପାଇଁ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ଏହା ସ୍ଵୀକର କରିବା ଜରୁରୀ ଯେ ଅକ୍ଷମତା ମନୁଷ୍ୟ ମଧ୍ୟରେ ବିବିଧତାର ଏକ ପ୍ରାକୃତିକ ଅଂଶ। କୌଣସି ଶାରୀରିକ ପାର୍ଥକ୍ୟକୁ ଖାତିର ନକରି ସମସ୍ତଙ୍କର ଅନନ୍ୟ ଦକ୍ଷତା ଏବଂ ଶକ୍ତି ଅଛି।

ଆମ ସମାଜରେ ଆମେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସେତିକି ସମ୍ମାନ ଦେବା ଦରକାର ଯେତିକି ଆମେ ସାଧରଣ ଲୋକଙ୍କୁ ଦେଇଥାଉ ଏହାଦ୍ଵାରା ଆମେ ଏକ ଉନ୍ନତ ସମାଜ ଗଢ଼ି ପରିବା।

ତେବେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଆମେ ଏହା କିପରି କରିବେ? ଏନେଇ ସାଇକୋଲୋଜିଷ୍ଟ ପ୍ରଫେସର ଡାକ୍ତର ରାକ୍ଷୀ ରଥଙ୍କ ଠାରୁ ଅଧିକ ଜାଣିବା ପାଇଁ ଦେଖନ୍ତୁ, ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।

Tags: #WorldHealthDay2023 #AmaSwasthyAmaJibana #HealthForAll #Disabilities #Healthylife #OdiaHealthTips

LEAVE A REPLY

Please enter your comment!
Please enter your name here