ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୩। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।
ବର୍ତ୍ତମାନ ଚନ୍ଦାପଣ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଯୁବକ, ଯୁବତୀ, ମହିଳା ଏବଂ ପୁରୁଷ।
ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ମାନସିକ ଚାପ ଯୋଗୁଁ ବର୍ତ୍ତମାନ କମ୍ ବୟସରୁ ଅଧିକାଂଶ ଲୋକଙ୍କଠାରେ ଚନ୍ଦାପଣ ଦେଖିବାକୁ ମିଳୁଛି। ଚନ୍ଦାପଣକୁ ନେଇ ଚିନ୍ତାରେ ରହୁଥିବା ବ୍ୟକ୍ତିଙ୍କ ଖୁସି ଖବର, କାରଣ ଏବେ ଚନ୍ଦାପଣର ଚିକିତ୍ସା ସମ୍ଭବ।
ତେବେ କ’ଣ ରହିଛି ଚନ୍ଦାପଣର ଚିକିତ୍ସା? ଏନେଇ କସ୍ମେଟୋଲୋଜିଷ୍ଟ ଡାକ୍ତର ସତ୍ୟାର୍ଥ ପ୍ରକାଶ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।
Tags: #WorldHealthDay2023 #HealthForAll #Baldness #OdiaHealthTips #Treatment # Cosmetologist