ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ସିଓପିଡି ହେଉଛି ଏକ ପ୍ରକାରର ଶ୍ୱାସ ରୋଗ। କୌଣସି ବ୍ୟକ୍ତି ଧୂଆଁ ସଂସ୍ପର୍ଶରେ ଅଧିକ ଆସିଲେ ସିଓପିଡି ରୋଗ ହୋଇଥାଏ ବୋଲି କୁହନ୍ତି ଡାକ୍ତର ସମୀର କୁମାର ସାହୁ।
ତେବେ କାହିଁକି ହୁଏ ଶ୍ୱାସ ରୋଗ ସିଓପିଡି? ସିଓପିଡି ରୋଗର କାରଣ, ଲକ୍ଷଣ ଏବଂ କ’ଣ ରହିଛି ଏହାର ଚିକିତ୍ସା ବ୍ୟବସ୍ଥା? ସେ ବିଷୟରେ ବିଶିଷ୍ଟ ଫୁସଫୁସ ରୋଗ ବିଶେଷଜ୍ଞ ଡାକ୍ତର ସମୀର ସାହୁ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।
Tags: #WorldAsthmaDay #AsthmaCareForAll #AsthmaCOPD #SymptomsOfAsthma #Treatment #OdiaHealthTips