ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ଭୂତାଣୁ ଶ୍ୱାସ ବା ଆଜ୍‌ମା ରୋଗୀଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ ବୋଲି କୁହନ୍ତି ଡାକ୍ତର ସମ୍ପତ ଦାଶ।

ତେବେ ଆଜ୍‌ମା ରୋଗୀଙ୍କୁ କୋଭିଡ ହେଲେ କ’ଣ ସବୁ ଜଟିଳତା ଦେଖାଦିଏ? ଆଜ୍‌ମା ରୋଗୀ କୋଭିଡଠାରୁ କିପରି ସୁରକ୍ଷିତ ରହିପାରିବେ? ସେ ନେଇ ବିଶିଷ୍ଟ ଛାତି ଓ ଯକ୍ଷ୍ମା ରୋଗ ବିଶେଷଜ୍ଞ ଡାକ୍ତର ସମ୍ପତ ଦାଶ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldAsthmaDay #AsthmaCareForAll #Asthma#CovidPatient #SymptomsOfAsthma #Treatment #OdiaHealthTips

Comment