ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗକୁ ଧମନୀ ବା ରକ୍ତନଳୀ ସାହାଯ୍ୟରେ ରକ୍ତ ପ୍ରବାହିତ ହୋଇଥାଏ। ସେହି ସବୁ ରକ୍ତ ନଳୀରେ ଚର୍ବି ଜମା ହୋଇଗଲେ, ତାହା ହୃଦ୍ଘାତର ମୁଖ୍ୟ କାରଣ ପାଲଟିଥାଏ ବୋଲି ଡାକ୍ତର କୁହନ୍ତି।
ହାର୍ଟର ମାଂସପେଶୀକୁ ଧମନୀ ବାଟ ଦେଇ ରକ୍ତ ପ୍ରବାହିତ ହୋଇଥାଏ, ଯାହାକୁ କରୋନାରି ଆର୍ଟେରି ବୋଲି କୁହାଯାଏ। ଏହି ଧମନୀରେ ଚର୍ବି ଜମା ହୋଇ ହୃଦ୍ଘାତ ହେଲେ, ତା’କୁ କରୋନାରି ଆର୍ଟେରି ରୋଗ ବୋଲି କୁହାଯାଏ। କରୋନାରି ଆର୍ଟେରି ରୋଗ କ’ଣ ଏବଂ ହୃଦଘାତକୁ କେମିତି ରୋକି ହେବ? ସେ ବିଷୟରେ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ସୁଭାଶିଷ ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।
Tags: #CoronaryArteryDisease #HeartAttack #CardiacProblem #DoctorsAdvice