ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପ୍ରତ୍ୟେକ ମଣିଷର ବାୟୁ ଯିବା ଏକ ସାଧାରଣ କଥା। କିନ୍ତୁ ଏହା ଅତ୍ୟଧିକ ହେଲେ ସମସ୍ୟାରେ ପରିଣତ ହୋଇଯାଏ ବୋଲି ଡାକ୍ତର କୁହନ୍ତି।
ବାୟୁ ଦୋଷ କାହିଁକି ହୁଏ? ଏହାର ଚିକିତ୍ସା କେମିତି କରାଯାଏ? କେତେବେଳେ ଜଣେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ? ସେ ନେଇ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ମାନସ କୁମାର ବେହେରା କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।
Tags: #Flatulence #Treatment #DoctorsAdvice #OdiaHealthTips

















