ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବର୍ତ୍ତମାନ ସମୟରେ ପୁରୁଷଙ୍କଠାରେ ଯୌନ ଅକ୍ଷମତା ବା ଇରେକ୍ଟାଇଲ ଡିସଫଙ୍କସନ୍ ଏକ ପ୍ରମୁଖ ସମସ୍ୟା ହୋଇଛି। ଏହାକୁ ନେଇ ଅନେକ ପୁରୁଷ ଚିନ୍ତିତ ହୋଇପଡ଼ନ୍ତି।
ଯୌନ ଅକ୍ଷମତା କାହିଁକି ହୁଏ? ପୁରୁଷଙ୍କଠାରେ ଯୌନ ଅକ୍ଷମତା ଦେଖାଯିବାର ମୁଖ୍ୟ କାରଣ କ’ଣ ରହିଛି? କେମିତି ଏହାର ଚିକିତ୍ସା କରାଯିବ? ସେ ନେଇ ୟୁରୋଲୋଜିଷ୍ଟ୍ ଡାକ୍ତର ସମୀର ସ୍ୱାଇଁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।
Tags: #ErectileDysfunction #Treatment #OdiaHealthTips #DoctorsAdvice

















