ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବିବାହ ପରେ ସମସ୍ତେ ସନ୍ତାନଟିଏ ଚାହିଁଥାନ୍ତି। ଅନେକ ସମୟରେ ଗର୍ଭଧାରଣରେ ସମସ୍ୟା ଯୋଗୁଁ କେତେକ ଦମ୍ପତି ସନ୍ତାନ ସୁଖରୁ ବଞ୍ଚିତ ହୁଅନ୍ତି। ଏବେ ଏହି ସମସ୍ୟାର ସମାଧାନ ଆସିଯାଇଛି। ଆଇଭିଏଫ ସହାୟତାରେ ଏବେ ସନ୍ତାନ ଜନ୍ମ କରିବା ସମ୍ଭବ ହୋଇପାରୁଛି ବୋଲି ଡାକ୍ତର କହୁଛନ୍ତି।

ଗର୍ଭଧାରଣରେ ଯଦି କୌଣସି ସମସ୍ୟା ରହିଛି ତେବେ ଆଇଭିଏଫ୍ ଜରିଆରେ ବାପା-ମା’ ହୋଇପାରିବେ ଦମ୍ପତି। ଏହାକୁ ଟେଷ୍ଟଟ୍ୟୁବ ବେବି ବୋଲି କୁହାଯାଏ।

ତେବେ କେମିତି ହୁଏ ଟେଷ୍ଟଟ୍ୟୁବ ବେବି? ସନ୍ତାନ ଜନ୍ମରେ କ’ଣ ରହିଛି ଆଇଭିଏଫ୍‌ର ଭୂମିକା? ସେ ନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ମୌସୁମୀ ଆଚାର୍ଯ୍ୟ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #IVF #Infertility #Childbirth #OdiaHealthTips #DoctorsAdvice

Comment